କ’ଣ ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହ ନିଜ ଭାଷଣରେ କହିଅଛନ୍ତି ଯେ ୧୮୫୭ ରେ ସ୍ଵାଧୀନତା ପାଇଁ ହୋଇଥିବା ମହାକ୍ରାନ୍ତି ସାଭର୍କରଙ୍କ ବିନା ସମ୍ଭବ ହୋଇନଥାନ୍ତା? କ’ଣ ସତ୍ୟ ଏହି ପୋଷ୍ଟର। ଜାଣନ୍ତୁ ଆମ ଅନୁସନ୍ଧାନରୁ।

Archive  କିଛି ସମୟ ପୂର୍ବରୁ “ଓଡ଼ିଶା ୟୁଥ କଂଗ୍ରେସ” ନାମ ଏକ ଫେସବୁକ ପେଜରେ ଭାଇରାଲ ହୋଇଥିବା| ଏହି ପୋଷ୍ଟରେ ଏହା ଦାବି କରାଯାଇଅଛି ଯେ ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହ ନିଜ ଭାଷଣରେ ଏହା କହିଅଛନ୍ତି ଯେ ୧୮୫୭ ରେ ଭାରତର ସ୍ଵତନ୍ତ୍ରତା ପାଇଁ ଇଂରେଜ ସରକାର ବିରୁଦ୍ଧରେ ପ୍ରାରମ୍ଭ ହୋଇଥିବା ଐତିହାସିକ କ୍ରାନ୍ତି ବିନାୟକ ଦାମୋଦର ସାଭର୍କରଙ୍କ ବିନା ସମ୍ଭବ ନଥିଲା। ଏହି ପୋଷ୍ଟରେ ଏହା ମଧ୍ୟ ଦାବି କରାଯାଇଅଛି ଯେ ସାଭର୍କରଙ୍କ […]

Continue Reading