କ,ଣ ମୋଦି ସରକାର ଓଡିଶାରେ ଲଞ୍ଚ୍ କଲେ ସ୍କୁଟି ଯୋଜନା ?
ୟୁଟ୍ୟୁବରେ ଓଡ଼ିଶାରେ ମୋଦି ସରକାରଙ୍କ ସ୍କୁଟି ଯୋଜନା ଲାଗୁ ହେବାର ଗୁଜବ ଭାଇରାଲ ହେଉଛି । ଓଡିଶା ଘର ପରିବାର ନାମକ ଏକ ୟୁଟ୍ୟୁବ ଆକାଉଣ୍ଟରେ ଓଡ଼ିଶାରେ ମୋଦି ସରକାରଙ୍କ ସ୍କୁଟି ଯୋଜନା ଲାଗୁ ହେବା କଥା ଦାବି କରିଛନ୍ତି। ପୋଷ୍ଟଟି 15 ଜୁନ 2019 ରେ ସେୟାର କରାଜାଇଥିଲା। ପୋଷ୍ଟରେ ମାଦି ସରକାର ଯୋଜନାରେ ସ୍କୁଟି ପାଇଁ କିପରି ଆପ୍ଲାଏ କରିପାରିବେ ସେ ବିଷୟରେ ମଧ୍ୟ କୁହା ଯାଇଛି। ଏହା ଛାଡ଼ା ଭିଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]
Continue Reading