ଅମୁଲ ବିଜ୍ଞାପନ ନାମରେ ଭାଇରାଲ ହେଉଥିବା ବିଜ୍ଞାପନ ପୋଷ୍ଟର ମିଥ୍ୟା ଅଟେ।

21 ଜୁଲାଇରେ Kapilash Gupta ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଅମୁଲର ଏକ ବିଜ୍ଞାପନ ସେୟାର କରିଛନ୍ତି। ପୋଷ୍ଟ କରାଯାଇଥିବା ବିଜ୍ଞାପନରେ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ଉପେର ପରିହାସ କରାଯାଇଛି। ବିଜ୍ଞାପନରେ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ସହ ଗାନ୍ଧୀ ପରିବାର ଦେଶକୁ ଧୀରେ ଧୀରେ ନଷ୍ଟ କରୁଥିବା ନେଇ ଚିତ୍ର ଅଙ୍କା ଯାଇଛି। ପୋଷ୍ଟରେ ଲେଥା ଯାଇଛି  “ଜେଜେବାପା ଖାଇଲେ, ଜେଜେମା ଖାଇଲେ, ବାପା ଖାଇଲେ, ମା ଖାଇଲେ, […]

Continue Reading