ଆନାସ୍ତାସିଆ ଲେନା ସ୍ପଷ୍ଟ କରିଛନ୍ତି ଯେ ୟୁକ୍ରେନ୍ ସେନାରେ ନିଜ ଯୋଗଦାନ ଦେଇ ନାହାନ୍ତି। ଭାଇରାଲ ଭିଡିଓରେ ଥିବା ଫୋଟୋ ଗୁଡିକ ଏୟାରସଫ୍ଟ ନାମକ ଏକ ଖେଳର ଫୋଟୋ ଅଟେ।
ରୁଷିଆ ୟୁକ୍ରେନ୍ ଉପରେ ଆକ୍ରମଣ କରିଲା ପରେ ସୋସିଆଲ ମିଡିଆରେ ଯୁଧ୍ୟର ଅନେକ ଭିଡିଓ ଏବଂ ପୋଷ୍ଟ ଭାଇରାଲ ହେଉଛି। ଏହି ପ୍ରସଙ୍ଗରେ ଏକ ଫୋଟୋ ସାମନାକୁ ଆସିଛି ଯେଉଁଥିରେ ଜଣେ ମହିଳା ବନ୍ଧୁକ ଧରି ଛିଡା ହୋଇଛନ୍ତି। ଦାବି କରା ଯାଇଛି ଯେ ଏହି ମହିଳା ହେଉଛନ୍ତି ପୂର୍ବତନ ମିସ୍ ୟୁକ୍ରେନ୍ ଆନାସ୍ତାସିଆ ଲେନା ଯେ ରୁଷ ବିରୁଦ୍ଧରେ ସେନାରେ ନିଜ ଯୋଗଦାନ ଦେଇଛନ୍ତି। ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। କ’ଣ […]
Continue Reading