ମେରଠର ପ୍ରାୟ 5 ବର୍ଷ ପୁରୁଣା ଭିଡିଓ ବିଜେପି ବିଧାୟକ ଅନିଲ ଉପାଧ୍ୟାୟଙ୍କ ନାମରେ ଭାଇରାଲ ହୋଇଛି । ଭାଇରାଲ ଖବର ମିଥ୍ୟା ଅଟେ।
ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରାଯାଉଛି, ଯେଉଁଥିରେ ଧଳା ରଙ୍ଗର ପୋଷାକ ପିନ୍ଧିଥିବା ଜଣେ ବ୍ୟକ୍ତି ରେଷ୍ଟୁରାଣ୍ଟରେ ଜଣେ ପୋଲିସ୍ କର୍ମଚାରୀଙ୍କୁ ଅତି ନିର୍ମମ ଭାବେ ପିଟୁଥିବାର ଦେଖିପାରିବେ। ଭିଡିଓ ସହିତ ଭାଇରାଲ ହେଉଥିବା ଦାବି ଅନୁଯାୟୀ ପୋଲିସକୁ ମାଡ ମାରିଥିବା ବ୍ୟକ୍ତି ହେଉଛନ୍ତି ବିଜେପି ବିଧାୟକ ଅନିଲ ଉପାଧ୍ୟାୟ। Kalpataru Panda ନାମକ ଜଣେ ଫେସବୁକ ୟୂଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, Bjp କଲେ ଲିଳା, ଅନିଲ ଉପାଧ୍ୟାୟ […]
Continue Reading