ପୁରୁଣା ଫୋଟୋକୁ ଅଷ୍ଟ୍ରେଲିଆ ଜଙ୍ଗଲରେ ଅଗ୍ନିକାଣ୍ଡରୁ ପଶୁ ପକ୍ଷୀମାନଙ୍କୁ ଉଦ୍ଧାର କରାଯିବା ଦାବିରେ ଭାଇରାଲ କରାଯାଉଛି।
ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ନିଆଁରେ 50 କୋଟିରୁ ଅଧିକା ପଶୁ ପକ୍ଷୀଙ୍କର ଜୀବନ ଚାଲିଗଲା। ତେବେ ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ନିଆଁର କିଛି ଫୋଟୋ ସେସିଆଳ ମିଡ଼ିଆରେ ଭାଇରାଲ ହେଉଛି। ପଶୁ ପକ୍ଷୀମାନଙ୍କର ଜଳା ପୋଡ଼ା ଶରୀରକୁ ସୋସିଆଳ ମିଡ଼ିଆରେ ପୋଷ୍ଟକରି ତାଙ୍କଲାଗି ପ୍ରାର୍ଥନାକରିବା ପାଇଁ ଲେଖି ପୋଷ୍ଟ କରୁଛନ୍ତି। 6 ଜାନୁଆରି Kendujhar Local news ନାମକ ପେଜରେ ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ଅଗ୍ନିକାଣ୍ଡର କିଛି ଫୋଟୋ ସେୟାର କରିଛନ୍ତି। ଆମ ଅନୁସନ୍ଧାନ ପୂର୍ବରୁ 377ଥର […]
Continue Reading