କ’ଣ ଦମ୍ପତି ବୁଢ଼ି ମାଁକୁ 10 ଦିନ ପର୍ଯ୍ୟନ୍ତ ଘରେ ବନ୍ଦ କରି CAA ବିରୋଧ ପ୍ରଦର୍ଶନ ପାଇଁ ଶାହୀନ ବାଗ ଯାଇଥିଲେ। ଜାଣନ୍ତୁ ଭାଇରାଲ ଭିଡିଓର ସତ୍ୟ।
ଦେଶ ସାରା CAA ବିରୋଧ ପ୍ରଦର୍ଶନ ଜୋରଦାର ଚାଲିଛି। ଶାହୀନ ବାଗର ନାଁ ପାଟିରେ ଆସିଲେ CAA ବିରୋଧ ପ୍ରଦର୍ଶନ କଥା ସାମ୍ନାକୁ ଆସେ। ଏଥି ମଧ୍ୟରେ ସାସିଆଲ ମିଡିଆକୁ ନେଇ ଅନେକ ଗୁଜବ ଘୁରି ବୁଲୁଛି। 3 ଫେବୃଆରିରେ ଇଂ ନିମାଇଁ ପ୍ରସାଦ ମହାପାତ୍ର ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଭିଡିଓରେ ଏକ ବୃଦ୍ଧ ମହିଳା ଘର ଭିତରେ ବନ୍ଦଥିବାର ଦେଖା ଯାଉଛି । କିଛି ଲୋକ […]
Continue Reading
