କ’ଣ ଏଲଆଇସି ବିକିବା ଖବର ନେଇ ସୁରାଟ ଆଞ୍ଚଳର ଜେନ ଏଲଆଇସି କର୍ମଚାରୀ ଆତ୍ମହତ୍ୟା କରିଲେ?
ଅର୍ଥମନ୍ତ୍ରୀ ନିରମାଳା ସିତାରମନ ୧ ଫେବ୍ରୁଆରି , ଶନିବାର ଦିନ ନିଜ ବଜେଟର ଭାଷଣ ଦେବା ସମୟରେ ଲାଇଫ ଇଂସୁରେନ୍ସ କମ୍ପାନୀ (LIC) ରେ ସରକାରଙ୍କର ଥିବା ଭାଗରୁ ଗୋଟିଏ ଭାଗ ଇନିସିଆଲ ପବ୍ଲିକ ଅଫରିଙ୍ଗ (IPO) ମାଧ୍ୟମରେ ବିକିବା ଘୋଷଣା କରିଛନ୍ତି। ଅର୍ଥମନ୍ତ୍ରୀଙ୍କ ଏହି ପ୍ରସ୍ତାବ ପରେ ସୋସିଆଲ ମିଡିଆରେ ଏହି ବିଷୟ ଜଡିତ ଗୋଟିଏ ପୋସ୍ତ ଭାଇରାଲ ହେଇଅଛି। ୪ ଫେବ୍ରୁଆରିରେ ଜେନା ଲାଲତ ବିହାରୀ ନାମକ ଜଣେ ଫେସବୁକ ୟୁଜର, Naveen ଓଡିଶା […]
Continue Reading