ଅରବିନ୍ଦ କେଜ୍ରିୱାଲର ଏଡିଟ୍ଡ ଫଟୋ ବ୍ୟାନର ତିହାର ଜେଲ୍ ନିକଟରେ ଲଗା ଯାଇଛି…. ଭାଇରାଲ ଦାବି ମିଥ୍ୟା

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଦିଲ୍ଲୀର ପ୍ରସିଦ୍ଧ ତିହାର ଜେଲ୍ ନିକଟରେ ଅରବିନ୍ଦ କେଜ୍ରିୱାଲଙ୍କର ଏକ ବ୍ୟାନର ଲାଗିଥିବା ନଜର ଆସିଛି। ବ୍ୟାନର ରେ ଲେଖା ଯାଇଛି ‘କେଜ୍ରିୱାଲ ଆସିବେ’ କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦେବାକୁ ମିଥ୍ୟା ବୋଲି ପାଇଲା। ଅରବିନ୍ଦ କେଜ୍ରିୱାଲର ଏଡିଟ୍ଡ ଫଟୋ ବ୍ୟାନର ତିହାର ଜେଲ୍ ନିକଟରେ ଲଗା ଯାଇଛି।  କ’ଣ ଦାବିକରା ଯାଇଛି ପୋଷ୍ଟରେ?  ଫୋଟୋ ସେୟାର କରି ଜଣେ ସୋସିଆଲ ମିଡିଆ ୟୁଜର […]

Continue Reading

କ’ଣ ଏହି ଭିଡିଓରେ କେଜ୍ରିୱାଲ କହିଛନ୍ତି ଯେ ଯଦି ମୋଦୀ ଏବଂ ଅମିତ ଶାହ ଶାସନକୁ ଆସିଲେ ତେବେ ସେମାନେ ପାକିସ୍ତାନକୁ ନଷ୍ଟ କରି ଦେବେ? ଜାଣନ୍ତୁ ସତ୍ୟ। 

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଭାଷଣର ଏକ କ୍ଲିପ ଭାଇରାଲ ହେବାରେ ଲାଗିଛି। ଏଥିରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅମିତ ଶାହା ୨୦୧୯ ରେ ପୁଣି ଥରେ ନିର୍ବାଚନରେ ​​ଜିତିଲେ ପାକିସ୍ତାନ ନଷ୍ଟ ହୋଇଯିବ ବୋଲି କେଜ୍ରିୱାଲଙ୍କୁ କହୁଥିବା ଶୁଣିବାକୁ ମିଳିଛି। ସୋସିଆଲ ମିଡିଆରେ କିଛି ଉପଭୋକ୍ତା ଏହି କ୍ଲିପକୁ ସତ ବୋଲି ଭାବି ସେୟାର କରୁଛନ୍ତି। ଭିଡିଓରେ ଆମକୁ ଶୁଣିବାକୁ ମିଳିଲା ଯେ କେଜ୍ରିୱାଲ୍ କହୁଛନ୍ତି, “ମୁଁ ଯେତେ ଭାବୁଛି ମୋର ଦେହ ସେତେ ଶୀତେଇ […]

Continue Reading

କ’ଣ ଅରବିନ୍ଦ କେଜ୍ରିୱାଲ୍ ଗୁଜୁରାଟରେ ଯେଉଁ ଅଟୋ ଚାଳକଙ୍କ ଘରେ ଭୋଜନ କରିଥିଲେ ସେଠାରେ ମୋଦୀଜିଙ୍କ ଫୋଟୋ ଥିଲା? ଜାଣନ୍ତୁ ସତ୍ୟ। 

ନିକଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଗୁଜୁରାଟ ଗସ୍ତରେ ଯାଇଥିଲେ। ସେଠାରେ ଆୟୋଜିତ ଏକ ସଭାରେ ଜଣେ ଅଟୋ ଚାଳକ ତାଙ୍କ ନିଜ ଘରେ ଭୋଜନ କରିବାର ନିମନ୍ତ୍ରଣ ଦେଇ ଥିଲେ। ଏହାର ଉତ୍ତରରେ କେଜ୍ରିୱାଲ୍ ଏବଂ ଆପ୍ ଦଳର ଅନ୍ୟ ଦୁଇ ନେତା ସେହି ଅଟୋ ଚାଳକଙ୍କ ଘରେ ଯାଇ ଭୋଜନ କରିଥିଲେ।  ଏହି ଘଟଣା ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଫୋଟୋ ଭାଇରାଲ ହେବାରେ ଲାଗିଛି। ଫୋଟୋରେ ଦେଖିବାକୁ ମିଳିଛି ଯେ କେଜ୍ରିୱାଲ୍ […]

Continue Reading

ଗାନ୍ଧୀ ଜୟନ୍ତିରେ ଦିଲ୍ଲୀ ସରକାର ମହାତ୍ମା ଗାନ୍ଧୀଙ୍କ ଜାଗାରେ ଅରବିନ୍ଦ କେଜ୍ରିୱାଲଙ୍କ ଫଟୋ ଲଗାଇଛନ୍ତି?

2 ଅକ୍ଟୋବରରେ ଗାନ୍ଧୀଜୟନ୍ତିରେ ସୋସିଆଲ ମିଡିଆରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ମନେପକାଇ ଅନେକ ପୋଷ୍ଟ ଏବଂ ଭିଡିଓ ସେୟାର କରାଯାଉଛି। ଏଥିମଧ୍ୟରେ ସୋସିଆଲ ମିଡିଆରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କ ଏକ ଖବର କାବଜ ପାଷ୍ଟର ସେୟାର କରାଯାଉଛି। ପୋଷ୍ଟରେ କେଜରିୱାଲଙ୍କ ଫଟୋ ବଡ଼ଆକାରରେ ଦିଆଯାଇ ଗାନ୍ଧୀ ଜୟନ୍ତି ଲେଖାଯାଇଛି। ଏବଂ ମହାତ୍ମା ଗାନ୍ଧୀଙ୍କ ଫଟୋ ଖବରକାଗଜର ତଳେ ଦିଆଯାଇଛି। ଆମ ଅନୁସନ୍ଧାନରେ ଭାଇରାଲ ପୋଷ୍ଟ ଏଡ଼ିଟ୍ କରାଯାଇ ମିଥ୍ୟା ଦାବିରେ ଭାଇରାଲ କରାଯାଉଥିବା ସ୍ପଷ୍ଟ ହେଲା।  […]

Continue Reading

ଅରବିନ୍ଦ କେଜ୍ରିୱାଲ କହୁଛନ୍ତି ସେ ଏବଂ ତାଙ୍କ ପରିବାର ରାଷ୍ଟ୍ରୀୟ ସୌୟମସେବାକ ସଂଗଠନର ସଦସ୍ୟ (ଆରଏସଏସ) ଥିଲେ ?

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହୁଥିବାର ଶୁଣିବାକୁ ମିଳୁଛି ଯେ,ସେ ଏବଂ ତାଙ୍କ ପରିବାର ରାଷ୍ଟ୍ରୀୟ ସୌୟମସେବାକ ସଂଗଠନର ସଦସ୍ୟ (ଆରଏସଏସ) ଥିଲେ। ଦାବି କରାଯାଉଛି ଯେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହା ଏକ ସାକ୍ଷାତକାରରେ ସ୍ୱୀକାର କରିଛନ୍ତି । ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହୋଇଛି। ଭିଡିଓ ଏଡିଟିଙ୍ଗ ହୋଇଛି।   18 ମାର୍ଚ୍ଚ Haraprasad Behera ନାମକ […]

Continue Reading

ଅରବିନ୍ଦ କେଜ୍ରିୱାଲଙ୍କ ସହ ଫଟୋରେ ଦେଖାଯାଇଥିବା ଝିଅ ନିକିତା ଯାଦବ ? ଜାଣନ୍ତୁ ସତ୍ୟତା।

କୃଷି ଆନ୍ଦୋଳକୁ ନେଇ ସୋସିଆଲ ମିଡିଆରେ ଅନେକ ଖବର ଭାଇରାଲ ହେବା ସମୟରେ କୃଷି ଆନ୍ଦୋଳନ ଦ୍ୱାରା ଦର୍ଶାଯାଇଥିବା ବିବାଦୀୟ ଟୁଲ୍କିଟ୍ ମାମଲାରେ 21 ବର୍ଷିୟ ଦିଶା ରବିଙ୍କୁ ଗିରଫ କରାଯାଇଥିଲା। ଏହା ପରେ ଜଳବାୟୁ କାର୍ଯ୍ୟକର୍ତ୍ତା ନିକିତା ଯାଦବଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରାଯାଇଛି ଏବଂ ଏହା ପରେ ନିକିତା ଯାଦବ ବମ୍ବେ ହାଇକୋର୍ଟରେ ପହଞ୍ଚିଛନ୍ତି। ଗିରଫରୁ ସୁରକ୍ଷା ପାଇଁ ସେ ଅପିଲ କରିଛନ୍ତି।। ଏଥି ମଧ୍ୟରେ ଆମ୍ ଆଦମୀ ପାର୍ଟି ମୁଖ୍ୟ […]

Continue Reading