କ’ଣ ଫ୍ରାନ୍ସ ସରକାର ଫ୍ରାନ୍ସରେ ଅଶୋକ ସ୍ତମ୍ବ ସ୍ଥାପିତ କରୁଥିବାର ଫଟୋ କି ?
ସୋସିଆଲ ମିଡିଆରେ ଅଶୋକ ସ୍ତମ୍ବ ସ୍ଥାପନାର ଏକ ଫୋଟୋ ଭାଇରାଲ ହେଉଛି। ଯେଉଁଥିରେ କିଛି ବ୍ୟକ୍ତି ଅଶୋକ ସ୍ତମ୍ବ ସ୍ଥାପିତ କରୁଥିବାର ଦେଖାଯାଉଛନ୍ତି। ପୋଷ୍ଟରେ ଦାବି କରାଯାଉଛି ଯେ, ଫ୍ରାନ୍ସ ସରକାର ଫ୍ରାନ୍ସରେ ଅଶୋକ ସ୍ତମ୍ବ ସ୍ଥାପିତ କରୁଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ସହ କରାଯାଉଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। Prahallad Pentia ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଫ୍ରାନ୍ସ […]
Continue Reading