କ’ଣ ପୋଷ୍ଟ କରା ଯାଇଥିବା ସମସ୍ତ ଫୋଟୋ ଅଟଲ ଟନେଲର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

୩ ଅକ୍ଟୋବରରେ ପ୍ରଧାନମନ୍ତ୍ରୀ ପ୍ରାୟ ୧୦ କି.ମି ଲାମ୍ବା ଅତଳ ଟନେଲର ଉଦ୍ଘାଟନ କରି ଥିଲେ। ଏହି ତନେଲ ୧୦,୦୦୦ ମିଟର ଉଚ୍ଚରେ ନିର୍ମାଣ ହେଇଥିବାର ଦୁନିଆର ସବୁଠାରୁ ଲାମ୍ବା ତନେଲ ଅଟେ। ପ୍ରଧାନମନ୍ତ୍ରୀ ଟନେଲ ଉଦ୍ଘାଟନ କରିବା ପରେ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଫୋଟୋ ଭାଇରାଲ ହେଇଛି।  ପୋଷ୍ଟ କରା ଯାଇଥିବା ଫୋଟୋ ଯାଞ୍ଚ କରିଲା ପରେ ଫେକ୍ଟ କୃସେଣ୍ଡୋ ଏହି ଦାବି କୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି କରା ଯାଇଅଛି? […]

Continue Reading