କ’ଣ ଏହି ଭିଡିଓରେ ଅଯୋଧ୍ୟା ରାମ ମନ୍ଦିର ପାଇଁ ୨୧୦୦ କେଜି ଘଣ୍ଟି ନିର୍ମାଣ ତାମିଲନାଡ଼ୁରେ କରା ଯାଉଅଛି? ଜାଣନ୍ତୁ ସତ୍ୟ।
ବର୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ କିଛି କାରିଗର ମାନେ ମିଶି ଗୋଟିଏ ବିଶାଳ ଘଣ୍ଟି ନିର୍ମାଣ କରୁଛନ୍ତି। ଏହି ଘଣ୍ଟିର ନିର୍ମାଣ ତାମିଲନାଡ଼ୁରେ ହେଇଥିବା ଦାବି ସହିତ କୁହା ଯାଇଅଛି ଯେ ଏହା ଓଜଣ ୨୧୦୦ କେଜି ଅଟେ। ଫେକ୍ଟ କୃସେଣ୍ଡୋ ଭିଡିଓରେ ଥିବା ଦାବିର ଅନୁସନ୍ଧାନ କରି ଏହାକୁ ମିଥ୍ୟା ବୋଲି ପାଇଲା। କ’ଣ ଦାବି ଏହି ପୋଷ୍ଟର? ଶ୍ରୀରାମ ମନ୍ଦିର ପାଇଁ ଘଣ୍ଟି ପ୍ରସ୍ତୁତ.. ଏକକ କାଷ୍ଟ ଖଣ୍ଡ, […]
Continue Reading