ମହାରାଷ୍ଟ୍ରର ନାଶିକ ରେ ଆଜାନଙ୍କ ସମୟରେ ଭଜନ-କୀର୍ତ୍ତନ ଉପରେ ସମ୍ପ୍ରତ୍ତି ସମୟରେ ପ୍ରତିବନ୍ଧକ ଲଗା ଯାଇଛି କି?

ଜଣେ ପୋଲିସ ଅଧିକାରୀଙ୍କ ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଉଛି ଯେଉଁଥିରେ ସେ କହୁଛନ୍ତି ଯେ ସକାଳ ୫ ଟାରେ, ଅପରାହ୍ନରେ ୩.୧୫, ସନ୍ଧ୍ୟାରେ ୫.୧୫ ଏବଂ ୬.୩୦ ଏବଂ ରାତିରେ ୮.୩୦, ଏହିପରି ପାଞ୍ଚଟି ଆଜାନ୍ ସମୟ ୧୫ ମିନିଟ୍ ପୂର୍ବରୁ ଏବଂ ୧୫ ମିନିଟ୍ ପରେ ଏବଂ ପ୍ରଦର୍ଶନ କରିବାର ହିନ୍ଦୁଙ୍କୁ ଅଧିକାର ନାହିଁ। ମସଜିଦର ୧୦୦ ମିଟର ବ୍ୟାସାର୍ଦ୍ଧରେ ଯେକୌଣସି ଭଜନ, କୀର୍ତ୍ତନ କିମ୍ବା ହନୁମାନ ଚଲିସା ପାଠ କରିବା ଅନୁମତି ନାହିଁ।  […]

Continue Reading

ଆସାମର ଏକ ବିଦ୍ୟାଳୟରେ ଅଜାନ ପଢୁଥିବା ଏହି ଭିଡିଓକୁ ଝାରଖଣ୍ଡର ଘଟଣା ଦାବି ସହିତ ଭାଇରାଲ କରା ଯାଉଛି। 

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ବିଦ୍ୟାଳୟରେ କିଛି ଛାତ୍ରଛାତ୍ରୀ ମାନେ ଅଜାନ ପଢୁଥିବା ଦେଖିବାକୁ ମିଳିଛି। ଭିଡିଓ ଭାଇରାଲ କରି ଦାବି କରା ଯାଇଛି ଯେ ଏହି ଘଟଣା ଝାରଖଣ୍ଡ ରାଜ୍ୟର ଅଟେ।  ଭିଡିଓରେ କୁହା ଯାଇଛି ଯେ ଝାରଖଣ୍ଡର ଏକ ଗାଁରେ ମୁସଲିମ ଜନସଂଖ୍ୟା ୭୫% ହେଇଥିବା କାରଣରୁ ସେଠିକାର ବିଦ୍ୟାଳୟ ଗୁଡ଼ିକରେ ହିନ୍ଦୁ ଛାତ୍ରଛାତ୍ରୀ ମାନଙ୍କୁ ଜବରଦସ୍ତି ଅଜାନ ପଢାଇବା ପାଇଁ କୁହା ଯାଉଛି। ଦେଶରେ ଇସ୍ଲାମିକ ରାଜ୍ୟ […]

Continue Reading

କ’ଣ ଭିଡିଓରେ ଥିବା ମୁସଲିମ ଲୋକେ ଗଙ୍ଗା ନଦୀରେ ନମାଜ ପଢୁଛନ୍ତି? ଜାଣନ୍ତୁ ସତ୍ୟ।

ରାମ ମନ୍ଦିର ନିର୍ମାଣ ସପକ୍ଷରେ କୋର୍ଟ ନିଜ ରାୟ ଦେବା ପରେ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି ଯେଉଁଥିରେ ଉଭୟ ସମ୍ପ୍ରଦାୟ ବିଭିନ୍ନ କାରଣରୁ ପରସ୍ପରକୁ ଅଭିଯୋଗ କରୁଛନ୍ତି।  ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ମୁସଲିମ ସମ୍ପ୍ରଦାୟ ଏକ ଜନସମୂହ ନଦୀ ପାଣି ମଧ୍ୟରେ ନମାଜ ପଢୁଛନ୍ତି। ପୋଷ୍ଟରେ ଦାବି କରା ଯାଇଅଛି ଯେ ଏହି ସମ୍ପ୍ରଦାୟ […]

Continue Reading