କ’ଣ ପ୍ରବଳ ବର୍ଷା ପରେ ଖରାପ ରାସ୍ତା ଅବସ୍ଥା ଦର୍ଶାଉଥିବା ଏହି ଭିଡିଓ ଗୁଜୁରାଟର ଅଟେ? ଜାଣନ୍ତୁ ସତ୍ୟ।
କିଛି ଦିନ ପୂର୍ବରୁ ଦେଶର ଅନେକ ରାଜ୍ୟ ପ୍ରବଳ ବର୍ଷାର ସାମନା କରିଥିଲା। ଅନେକ ସ୍ଥାନରେ ରାସ୍ତାରେ ପାଣି ଜମିଥିବା ସମୟରେ କିଛି ସ୍ଥାନରେ ବନ୍ୟା ପରିସ୍ଥିତି ମହୀ ହେଇଥିଲା। ଇଭିନ୍ନ ସହରର ଲୋକେ ଏହି ପ୍ରାକୃତିକ ବିପଦରେ ନିଜ ଘର ଏବଂ ଜୀବିକା ହରାଇଛନ୍ତି। ସୋସିଆଲ ମିଡିଆରେ ଲୋକଙ୍କ ଅବସ୍ଥା ନେଇ ଅନେକ ପୋଷ୍ଟ ଏବଂ ଭିଡିଓ ଦେଖିବାକୁ ମିଳିଛି। ବର୍ତ୍ତମାନ ଏକ ଭିଡିଓ ସାମନାକୁ ଆସିଛି ଯେଉଁଥିରେ ବର୍ଷା କାରଣରୁ ରାସ୍ତାର ଅବସ୍ଥା ଖରାପ […]
Continue Reading