ବାଂଲାଦେଶରେ ଛାତ୍ର ଳିଗ୍ ନେତାଙ୍କ ଉପରେ ହେଉଥିବା ନିର୍ଯାତନାକୁ ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାର ଦାବି ସହିତ ଭାଇରାଲ କରା ଯାଉଛି।
ବାଂଲାଦେଶରେ ୫ ଅଗଷ୍ଟ ୨୦୨୪ ରେ ଶେଖ୍ ହସିନାଙ୍କ ସରକାର ପତନ ପରେ ହିଂସା ସୃଷ୍ଟି ହୋଇଥିଲା ଯେଉଁଥିରେ ପ୍ରାୟ ୨୩୨ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହା ମଧ୍ୟରେ ଦୁଇଜଣ ମହିଳା କାନ୍ଦୁଥିବାର ଏକ ଭିଡିଓରେ ଭାଇରାଲ ହେଉଛି ଯେଉଁଥିରେ ଅନ୍ୟ ମହିଳାମାନେ ସେମାନଙ୍କୁ ବାନ୍ଧି ରଖିଛନ୍ତି। ଏହି ପୋଷ୍ଟ ସେୟାର କରୁଥିବା ଉପଭୋକ୍ତାମାନେ ଦାବି କରିଛନ୍ତି ଯେ ଏହା ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ନିର୍ଯାତନାକୁ ଦର୍ଶାଉଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ […]
Continue Reading