ବାଲେଶ୍ୱର ରେଳ ଦୁର୍ଘଟଣାରେ ମହମ୍ମଦ ଶରିଫ ଅଲି ନାମରେ କୌଣସି ବ୍ୟକ୍ତି ଶାମିଲ ନାହାନ୍ତି, ଏବଂ ଭାଇରାଲ ଫଟୋ 19 ବର୍ଷ ପୁରୁଣା ଅଟେ।
ଓଡ଼ିଶା ଟ୍ରେନ୍ ଦୁର୍ଘଟଣାରେ ସାମ୍ପ୍ରଦାୟିକ ରଙ୍ଗ ଦେଇ ସୋସିଆଲ ମିଡିଆରେ ଲୋକମାନେ ଏକ ପୋଷ୍ଟ ଶେୟାର କରି ଦାବି କରୁଛନ୍ତି ଯେ, ବାହାଙ୍ଗା ବଜାର ରେଳ ଷ୍ଟେସନର ଷ୍ଟେସନ ମାଷ୍ଟର ସରିଫ ଅଲି ନାମକ ଜଣେ ମୁସଲମାନ ଦୁର୍ଘଟଣାସ୍ଥଳରୁ ପଳାୟନ କରିଛନ୍ତି। ଓଡିଶାର ବାଲେଶ୍ୱର ଜିଲ୍ଲାରେ ଟ୍ରେନ୍ ଦୁର୍ଘଟଣାରେ 288 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 1000 ଜଣ ଆହତ ହୋଇଥିଲେ। ଭାଇରାଲ ପୋଷ୍ଟରେ ଜଣେ ବ୍ୟକ୍ତିର ଫୋଟୋ ମଧ୍ୟ ପୋଷ୍ଟ କରାଯାଇଛି। ପୋଷ୍ଟକୁ ସାମ୍ପ୍ରଦାୟିକ ରଙ୍ଗ […]
Continue Reading