ଭୂମିକମ୍ପ ସମୟରେ ବ୍ୟାଙ୍କକର ଏକ ବିଶାଳ ବିଲଡିଙ୍ଗର ସୁଇମିଂ ପୁଲରୁ ପାଣି ଉଛୁଳି ପଡ଼ୁଥିବା ଭିଡିଓକୁ ମିଆଁମାରର ଘଟଣା ଦାବି ସହିତ ସେୟାର କରା ଯାଉଛି।
ଭୂମିକମ୍ପ ଯୋଗୁଁ ଏକ ବିଲ୍ଦିଙ୍ଗ ଉପରେ ଥିବା ସୁଇମିଂ ପୁଲରୁ ପାଣି ଉଛୁଳି ପଡ଼ୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରାଯାଉଛି ଯେ ଏହି ଭିଡିଓଟି ମିଆଁମାରର ଘଟଣା ଅଟେ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଲା। ଏହି ଭିଡିଓଟି ମିଆଁମାର ସହିତ କୌଣସି ସମ୍ପର୍କ ନାହିଁ। ଏହା ବ୍ୟାଙ୍କକରେ ହେଇଥିବା ଭୂମିକମ୍ପ ସମୟର ଅଟେ। କ’ଣ ଦାବି କରା ଯାଇଛି ପୋଷ୍ଟରେ? ଭିଡିଓ ସେୟାର କରି ଜଣେ […]
Continue Reading