ଶ୍ରୀଲଙ୍କାର ଏକ ପୁରୁଣା ଫୋଟୋକୁ ବାଂଲାଦେଶୀ ପ୍ରଦର୍ଶନକାରୀ ମାନେ ଶେଖ୍ ହସିନାଙ୍କ ବାସଭବନରେ ସୋଇଥିବା ଦାବି ସହିତ ଭାଇରାଲ କରା ଯାଉଛି।
କଡ଼ା ବିରୋଧ ପ୍ରଦର୍ଶନ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଇସ୍ତଫା ଦେଇ ଦେଶ ଛାଡ଼ିଥିବା ଖବର ସାମନାକୁ ଆସିଛି। ର୍ୟୁଟର୍ସ ଋଅର୍ଟ ଅନୁଯାୟୀ, ୧୦୦ ରୁ ଉର୍ଦ୍ଧ ଲୋକଙ୍କ ମୃତ୍ୟୁ ଘଟିଥିବା ପରେ ବାଂଲାଦେଶୀ ଛାତ୍ର କାର୍ଯ୍ୟକର୍ତ୍ତା ମାନେ ରାଜଧାନୀ ଢାକା ଅଭିମୁଖ ଯାତ୍ରା କରିବାକୁ ଆହ୍ଵାନ ଦେଇଥିଲା। ପ୍ରଦର୍ଶନକାରୀମାନେ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କର ବାସଭବନରେ ମଧ୍ୟ ଆକ୍ରମଣ କରିଥିଲେ। ଢାକାରେ ବର୍ତ୍ତମାନର ଅନିଶ୍ଚିତତା ଦେଖାଉଥିବା ଫୋଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। […]
Continue Reading