ପଶ୍ଚିମବଙ୍ଗରେ ଦେବୀ କାଳୀଙ୍କ ମୂର୍ତ୍ତି ବିସର୍ଜନର ଏକ ଭିଡିଓକୁ SIR ଲାଗୁ ହେବା ପରେ ଅବୈଧ ପ୍ରବାସୀ ମାନେ ପଳାୟନ କରୁଥିବା ଦାବି ସହିତ ସେୟାର କରା ଯାଉଛି। 

SIR ହେଉଛି ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା ପ୍ରଚଳିତ ଏକ ପ୍ରକ୍ରିୟା ଯେଉଁଥିରେ ଭୋଟର ତାଲିକାର ଏକ ବ୍ୟାପକ ସମୀକ୍ଷା ଅନ୍ତର୍ଭୁକ୍ତ। ଏହି ପ୍ରକ୍ରିୟାର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ଏକ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତ କରିବା। ଏହା ଏକ ତାଲିକା ଯାହା ନିଶ୍ଚିତ କରେ ଯେ ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କ ନାମ ସଠିକ୍ ଭାବରେ ଲିପିବଦ୍ଧ ହୋଇଛି ଏବଂ କୌଣସି ଅଯୋଗ୍ୟ କିମ୍ବା ସମାନ ନାମର ଏକାଧିକ ପ୍ରବେଶ ନାହିଁ। ପଶ୍ଚିମବଙ୍ଗରେ SIR ଘୋଷଣା ପରେ, […]

Continue Reading

ସୈନ୍ୟମାଙ୍କୁ ଅଟକାଉଥିବା ପ୍ରଦର୍ଶନକାରିଙ୍କ ଏହି ଭିଡିଓ ପଶ୍ଚିମବଙ୍ଗର ନୁହେଁ ବରଂ ବାଂଲାଦେଶର।

ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରାଯାଉଛି, ଯେଉଁଥିରେ , ପ୍ରଦର୍ଶନକାରୀମାନେ ଦାତରେ ଲାଠୀ ଧରୀ ଦେଶର ସୈନିକମାନଙ୍କ ଗାଡ଼ି ସାମନାରେ ବାଧା ସୃଷ୍ଟୀ କରୁଥିବା  ଏହି ଭିଡିଓ ଦାବି କରାଯାଉଛି ଯେ ଏହି ଭିଡିଓ ପଶ୍ଚିମବଙ୍ଗର ଅଟେ। ଯେଉଁଠାରେ ଆହତ ସେନା ସୈନିକଙ୍କୁ ଡାକ୍ତରଖାନା ନେବାବେଳେ ଗାଡି ଅଟକି ଯାଇଥିଲା।  ଭାଇରାଲ ଭିଡିଓ ସହିତ ଲେଖାଯାଇଛି ଯେ, ବେଙ୍ଗଲରେ ଆହତ ସେନା ସୈନିକଙ୍କୁ ଡାକ୍ତରଖାନା ନେବାବେଳେ ଗାଡି ଅଟକି ଯାଇଥିଲା, ଏହା ହେଉଛି ଅବସ୍ଥା। ତୁମର […]

Continue Reading