କ’ଣ ଭଗତ ସିଂହ, ରାଜଗୁରୁ ଏବଂ ସୁଖଦେବଙ୍କୁ ୧୪ ଫେବ୍ରୁଆରିରେ ଫାଶୀଦିଆ ଯାଇଥିଲା? ଜାଣନ୍ତୁ ସତ୍ୟ।

Photo Credit: India Today ୧୪ ଫେବ୍ରୁଆରିକୁ ବିଶ୍ଵରେ ଅନେକ ଦେଶରେ ଭାଳେଣ୍ଟାଇନ ଦିବସ ଭାବରେ ମାନ୍ୟତା ଦିଆ ଯାଇଅଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ମେସେଜ୍ ଭାଇରାଲ ହେଉଛି ଯେଉଥିରେ ଦାବି କରା ଯାଇଅଛି ଯେ ୧୪ ଫେବ୍ରୁଆରିକୁ ଭାରତୀୟ ସ୍ଵତନ୍ତ୍ରତା ସଂଗ୍ରାମୀ ଭଗତ ସିଂହ, ରାଜଗୁରୁ ଏବଂ ସୁଖଦେବଙ୍କୁ ଇଂରାଜୀ ସରକାର ଫାଶୀ ଦେଇଥିଲା। ସେଥିପାଇଁ ଏହି ପୋଷ୍ଟରେ ଲୋକଙ୍କୁ ଭାଳେଣ୍ଟାଇନ ଡେ ପାଳନ ନକରିବା ପାଇଁ ଅନୁରୋଧ କରା ଯାଇଅଛି।  ଫେକଟ କୃସେଣ୍ଡୋ […]

Continue Reading

ଭଗତ ସିଂହ ଭଉଣି ପ୍ରକାଶ କୌରଙ୍କ ନାମରେ ଭାଇରାଲ ହେଉଛି ମିଥ୍ୟା ପୋଷ୍ଟ ।

ବିଛଣାରେ ପଡ଼ିଥିବା ଜଣେ ବୃଦ୍ଧ ମହିଳାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫଟୋ ସହିତ ଦାବି କରାଯାଉଛି ଯେ, ଏହି ମହିଳା ଶାହିଦ ଭାଗବତ ସିଂଙ୍କ ସାନ ଭଉଣୀ ପ୍ରକାଶ କୌର। ତାଙ୍କର 1 ଜାନୁଆରି 2021 ରେ 96 ବର୍ଷ ବୟସରେ ଦେହାନ୍ତ ହୋଇଛି।  ଆମ ଅନୁସନ୍ଧାନରେ ଫଟୋ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  ସେପ୍ଟେମ୍ବର 2014 ରେ ଭାଗବତ ସିଂଙ୍କ ଭଉଣୀ ପ୍ରକାଶ କୌରଙ୍କର ମୃତ୍ୟୁ ହୋଇଥିଲା।  1 […]

Continue Reading

କ’ଣ ଫୋଟୋରେ ଇଂରେଜଙ୍କର ନିର୍ଯାତନା ସାମନା କରୁଥିବା ବ୍ୟକ୍ତି ଭଗତ ସିଂହ ଅଟନ୍ତି? ଜାଣନ୍ତୁ ସତ୍ୟ।

୧୮ ଅଗଷ୍ଟରେ ଜଣେ ଫେସବୁକ ୟୁଜର ଗୋଟିଏ ଫୋଟୋ ପୋଷ୍ଟ କରି ଦାବି କରିଛନ୍ତି ଯେ ଭଗତ ସିଂହ କୁ ଇଂରେଜ ମାନେ ଚାବୁକରେ ପ୍ରହାର କରୁଛନ୍ତି।  Facebook | Archive ଆମ ଅନୁସନ୍ଧାନ: ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଏହି ବିଷୟ ନେଇ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୨୨ ମେ ୨୦୧୮ ମସିହାରେ ଜଣେ ଟୁଇଟର ୟୁଜର ଏହି ଫୋଟୋ ଟୁଇଟ କରିଥିବା ମିଳିଲା। […]

Continue Reading