ବିମାନରେ ଭଗବଦ୍ ଗୀତା ସହିତ ଭ୍ଲାଦିମିର ପୁଟିନଙ୍କ ଚିତ୍ର AI ଦ୍ୱାରା ପ୍ରସ୍ତୁତ କରା ଯାଇଛି। 

ଦୁଇ ଦିନିଆ ଗସ୍ତରେ ଭାରତ ଆସିଥିବା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭଗବଦ୍ ଗୀତାର ରୁଷୀୟ ଅନୁବାଦର ଏକ କପି ଉପହାର ଦେଇଛନ୍ତି। ଏହି ପ୍ରସଙ୍ଗରେ, ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବିମାନରେ ଭଗବଦ୍ ଗୀତା ସହିତ ବସିଥିବା ଦେଖା ଯାଇ ପାରିବ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଏହା ବାସ୍ତବିକ ଫୋଟୋ ନୁହେଁ। AI ବ୍ୟବହାର କରି ଏହି […]

Continue Reading

କ’ଣ ନେଦରଲ୍ୟାଣ୍ଡ ଦେଶ ନିଜ ବିଦ୍ୟାଳୟରେ ଗୀତା ପଢିବା ବାଧ୍ୟତାମୂଳକ କରିଛି? ଜାଣନ୍ତୁ ସତ୍ୟ।

ନିଜ ଦେଶର ସଂସ୍କୃତି ସମସ୍ତଙ୍କ ପାଇଁ ଗର୍ବର ବିଷୟ ଥାଏ। ସମସ୍ତେ ନିଜ ଧର୍ମ ଏବଂ ସଂସ୍କୃତିକୁ ବଢୁଥିବା ଦେଖିବାକୁ ଚାହାନ୍ତି। ୨ ଅକ୍ଟୋବରରେ ଧନେଶ୍ଵର ସାହୁ ନାମକ ଜଣେ ଫେସବୁକ ୟୁଜର ହିନ୍ଦୁ ମହାସଂଘ ଫେସବୁକ ଗ୍ରୁପ୍ ରେ ଏକ ପୋଷ୍ଟ ମାଧ୍ୟମରେ ଦାବି କରିଛନ୍ତି ଯେ ନେଦରଲ୍ୟାଣ୍ଡ ସରକାର ପଞ୍ଚମ ଶ୍ରେଣୀରୁ ସମସ୍ତ ବିଦ୍ୟାଳୟରେ ଭଗବତ ଗୀତା ପାଠ କରିବା ବାଧ୍ୟତାମୂଳକ କରିଛି।  ଫ୍ୟାକ୍ଟ କ୍ରିଷେଣ୍ଡୋ ପୋଷ୍ଟର ଦାବିକୁ ମିଥ୍ୟା ବୋଲି ପାଇଲା।  Facebook […]

Continue Reading