ଆସାମରେ ବାଂଲାଦେଶୀ ଲୋକଙ୍କୁ ମାଡ଼ ମରାଯାଉଥିବା ଦାବି ମିଥ୍ୟା; ଭିଡିଓଟି ଗୁଜରାଟର ପାଳନପୁରର।

ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହୋଇଥିବା ସାମ୍ପ୍ରତିକ ହିଂସା ସହିତ ଯୋଡି ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଉଛି। ଭିଡିଓରେ ପୋଲିସ ଏବଂ ରାସ୍ତାରେ ଲୋକଙ୍କ ଭିଡ଼ ଦେଖାଯାଉଛି। କିଛି ଲୋକ ଯୁବକମାନଙ୍କୁ ସର୍ବସାଧାରଣରେ ବାଡ଼ିରେ ପିଟୁଥିବାର ଦେଖାଯାଉଛି। ଭିଡିଓଟି ଏହି ଦାବି ସହିତ ସେୟାର କରାଯାଉଛି ଯେ ଘଟଣାଟି ଆସାମର, ଯେଉଁଠାରେ ଲୋକମାନେ ବାଂଲାଦେଶୀମାନଙ୍କୁ ମାରୁଛନ୍ତି। ଭିଡିଓ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ବାଂଲାଦେଶୀ ଙ୍କ ଇଲାଜ ଆସାମ ରେ ଚାଲୁ ହୋଇଗଲା ଭାଇମାନେ। […]

Continue Reading