କ’ଣ ଅଷ୍ଟ୍ରେଲିଆ କ୍ରିକେଟର ମେଥ୍ୟୁ ୱେଡ୍ ଷ୍ଟାଡିୟମରେ ଥିବା ଭାରତ ଦର୍ଶକଙ୍କୁ ଉତ୍ସାହ କରିବା ପାଇଁ ଭାରତ ମାତା କି ଜୟ ନାରା ଦେଉଛନ୍ତି? ଜାଣନ୍ତୁ ସତ୍ୟ।

ଟି୨୦ ବିଶ୍ଵ କପ୍ ପ୍ରତିଯୋଗୀତାରେ ଅଷ୍ଟ୍ରେଲିଆ ପାକିସ୍ତାନକୁ ହରାଇ ଫାଇନାଲ୍ ରେ ନିଜ ସ୍ଥାନ ନିଶ୍ଚିତ କରିଛି। ଫାଇନାଲ୍ ରେ ଅଷ୍ଟ୍ରେଲିଆ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବାକୁ ଯାଉଛି। ଏହି ବିଶ୍ଵ କପ୍ ପ୍ରତିଯୋଗୀତାରେ ଭାରତ ସେମିଫାଇନାଲ୍ ରେ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଥିଲା ଯାହା ଭାରତୀୟ ଦର୍ଶକଙ୍କୁ ନିରାଶ କରିଥିଲା।  ଅଷ୍ଟ୍ରେଲିଆ ପାକିସ୍ତାନକୁ ପରାସ୍ତ କରିବା ପରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି। ଭିଡିଓରେ ଜଣେ ବ୍ୟକ୍ତି ଅଷ୍ଟ୍ରେଲିଆ ଦଳ ଜର୍ସି […]

Continue Reading

ରାଜସ୍ଥିନର ଭିଡିଓକୁ ଦିଲ୍ଲୀ ର ଭିଡିଓ କହି ସାମ୍ପ୍ରଦାୟିକ ରୂପ ଦେଇ ଭାଇରାଲ କରାଯାଉଛି।

6 ଫେବୃଆରିରେ Amit kumar Mohanty ନାମକ ଜଣେ ଫେସବୁକ ୟୁଜନ ନିଜ ଆକାଉଣ୍ଟରେ ଭିଡିଓ ପୋଷ୍ଟ କରିଛନ୍ତି। ଭିଡିଓରେ ଏକ ବୃଦ୍ଧ ବ୍ୟକ୍ତିକୁ କିଛି ଲୋକ ମାଡ଼ ମାରୁଥିବାର ଦେଖା ଯାଉଛି। ବୃଦ୍ଧ ବ୍ୟକ୍ତି ଜଣକ ଭାରତ ମାତାକି ଜୟ କହିବାରୁ ସେଠାରେ ଉପସ୍ଥିତ ଥିବା ଲୋକମାନେ ବୃଦ୍ଧକୁ ଆହୁରି ମାରୁଥିବାର ଦେଖା ଯାଉଛି। ଭିଡିଓଟି 3 ମିନିଟର ଅଟେ। ଫେସବୁକ ପୋଷ୍ଟରେ ଦାବି କରାଯାଇଛି ଯେ, ଦିଲ୍ଲୀ ଜଫରବାଦ ଅ଼ଞ୍ଚଳରେ ଏକ ବୃଦ୍ଧ ବ୍ୟକ୍ତି […]

Continue Reading