କ’ଣ ଭାରତ ମାତା କି ଜୟ କହିଥିବାରୁ ମୁସ୍ଲିମ ସମୁଦାୟ ଲୋକମାନେ ଜଣେ ବୟସ୍କ ଲୋକକୁ ମାରୁଛନ୍ତି? ଜାଣନ୍ତୁ ସତ୍ୟ।
ବର୍ତ୍ତମାନ ସୋସିଆଲ ମିଡିଆରେ ଜଣେ ବୟସ୍କ ଲୋକକୁ କିଛି ଲୋକମାନେ ମାଡ ମାରୁଥିବା ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ସେହି ବୟସ୍କ ଲୋକ ଭାରତ ମାତା କି ଜୟ କହିବା ପରେ ନିକଟରେ ଥିବା ଲୋକମାନେ ଏପରି ପ୍ରତିକ୍ରିୟା ଦେଇଛନ୍ତି। ଦାବି କରା ଯାଉଛି ଯେ ଭାରତ ମାତା କି ଜୟ କହିବା ପରେ ମୁସ୍ଲିମ ଲୋକମାନେ ଏପରି ମାରୁଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ଭ୍ରମାତ୍ମକ ବୋଲି ପାଇଲା। ଏହା […]
Continue Reading