ଗୁଜରାଟର ଏକ ସ୍ଥାନରେ ବୁଲୁଥିବା ସିଂହର ଭିଡିଓକୁ ଭୁବନେଶ୍ବରର ଘଟଣା ଦାବି ସହିତ ଭାଇରାଲ କରା ଯାଉଛି।

ରାତ୍ରି ସମୟରେ ଗୋଟିଏ ପେଟ୍ରୋଲ ପମ୍ପରେ ସିଂହ ବୁଲୁଥିବା ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦେଖିବାକୁ ମିଳିଛି ଯେ ସିଂହ ଟି ପେଟ୍ରୋଲ ପମ୍ପ ପରିସର ଭିତରେ ବୁଲି ଚାଲିଯାଠିବା ସମୟରେ ଜେନ ବ୍ୟକ୍ତି ଏହି ଦୃଶ୍ୟକୁ ଶୁଟ୍ କରିଥିଲେ। ଦାବି କରା ଯାଉଛି ଯେ ଏହା ଭୁବନେଶ୍ବରର ଏକ ସ୍ଥାନର ଘଟଣା ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଭୁବନେଶ୍ବରର ମେଣ୍ଢାଶାଳର ଦୃଶ୍ୟ ନୁହେଁ […]

Continue Reading

ନେପାଲ ପ୍ରଧାନମନ୍ତ୍ରୀ ନାମରେ ଭାଇରାଲ ହେଉଥିବା ଟ୍ୱିଟ ମିଥ୍ୟା ଅଟେ।

23 ଜୁଲାଇରେ Dekh bhai odia trolls ନାମକ ଏକ ଫେସବୁକ ପେଜରେ ନେପାଳର ପ୍ରଧାନମନ୍ତ୍ରୀ K P Sharma Oliର ଏକ ଟ୍ୱିଟ ପୋଷ୍ଟ କରାଯାଇଛି। ପୋଷ୍ଟରେ ଦାବି କରାଯାଇଛି ଯେ, ଭୁବନେଶ୍ୱରରେଥିବା ପାଲ ହାଇଟ୍ସ ( PAL HEIGHTS) ପ୍ରକୃତରେ ନେପାଲ ହାଇଟ୍ସ (NEPAL HEIGHTS) ଅଟେ। ପୋଷ୍ଟରେ ନେପାଳ ପ୍ରଧାନମ୍ନତ୍ରୀ ଓଲିଙ୍କର ଟ୍ୱିଟର ଆକାଉଣ୍ଟରେ ବ୍ଲୁ ଟିକ୍ ଲାଗିଛି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଅନୁସନ୍ଧାନ କରିଲୁ। ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 153ଥର […]

Continue Reading