ରାସ୍ତା ଖରାପଥିବା ଦିଲ୍ଲୀ ଚାନ୍ଦନି ଛକର ଫଟୋକୁ ଭୂବନେଶ୍ୱରର ଦାବିରେ ଭାଇରାଲ ହେଉଛି।
ବର୍ଷା କରାଣରୁ ଭୁବନେଶ୍ୱରର ଅଲଗା ଅଲଗା ଜାଗାରେ ପାଣି ଭର୍ତ୍ତି ହୋଇଥିବାର ଖବର ଏବଂ ଫଟୋ ଭାଇରାଲ ହେବାରେ ଲାଗିଛି। ଏହିପରି ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଫ୍ଲାଏ ଓଭର ତଳେ ରାସ୍ତାରେ ପାଣି ଭର୍ତ୍ତି ହୋଇଥିବା ଗର୍ତ୍ତଗୁଡିକ ଦେଖାଯାଉଛି। ଏବଂ ଜିନିଷରେ ବର୍ତ୍ତି ଏକ ରିକ୍ସା ଗର୍ତ୍ତ ନିକଟରେ ଓଲଟି ପଡିଛି। ଫଟୋରେ ଦାବି କରାଯାଇଛି ଯେ, ଭୂବନେଶ୍ୱରର ପାଣି ଭର୍ତ୍ତି ରାସ୍ତାରେ ରିକ୍ସା ଓଲଟି ପଡ଼ିଥିବାର ଦୃଶ୍ୟ। ଆମ ଅନୁସନ୍ଧାନରେ ଭାଇରାଲ […]
Continue Reading