ଗୁଜୁରାଟର ବିର୍ଷା ମୁଣ୍ଡା ଜୟନ୍ତୀ ଭିଡିଓକୁ ବିହାରରେ ଭୋଟ୍ ଚୋରି ବିରୁଦ୍ଧରେ ପ୍ରତିବାଦର ଘଟଣା ଦାବି ସହିତ ସେୟାର କରା ଯାଉଛି।
ରାସ୍ତାରେ ଲୋକଙ୍କ ଏକ ବିଶାଳ ଭିଡ଼ର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରାଯାଉଛି ଯେ ବିହାର ବିଧାନସଭା ନିର୍ବାଚନ ପରେ, ସେଠାରେ ଲୋକମାନେ ଭୋଟ ହେରଫେର ବିରୋଧରେ ପ୍ରତିବାଦ କରିବାକୁ ରାସ୍ତାକୁ ଓହ୍ଲାଇଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ବିହାର ର ନୁହେଁ ବରଂ ଗୁଜୁରାଟରେ ବିର୍ଷା ମୁଣ୍ଡା ଜୟନ୍ତୀ ଉତ୍ସବର ଏକ ଭିଡିଓ। କ’ଣ ଦାବି କରା ଯାଇଛି ପୋଷ୍ଟରେ? ଭିଡିଓ ସେୟାର କରି ଜଣେ […]
Continue Reading