କ’ଣ ବିଜୁ ଜନତା ଦଳ ନାମରେ ପଞ୍ଜିକରଣ ହୋଇଥିବା ଗାଡ଼ିର ଇନ୍ସ୍ୟୁରାନ୍ସ ସେଶ ହେଇ ଯାଇଅଛି? ଜାଣନ୍ତୁ ସତ୍ୟ।

୧୧ ଡିସେମ୍ବରରେ ଜଣେ ଫେସବୁକ ୟୁଜର ଗୋଟିଏ ପୋଷ୍ଟରେ ଦାବି କରିଛନ୍ତି ଯେ ବିଜୁ ଜନତା ଦଳ ନାମରେ ପଞ୍ଜୀକରଣ ହୋଇଥିବା ଗାଡ଼ିର ଇନ୍ସ୍ୟୁରାନ୍ସ ନାହିଁ ଆଉ ଏହି ଗାଡ଼ି ନିଜେ ମୁଖ୍ୟମନ୍ତ୍ରୀ ବ୍ୟବହାର କରନ୍ତି।  ଫେକ୍ଟ କୃସେଣ୍ଡୋ ପୋଷ୍ଟରେ ଥିବା ଏହିଇ ଦାବିକୁ ମିଠା ବୋଲି ପାଇଲା। ତଳେ ଏହି ପୋଷ୍ଟକୁ ଦେଖନ୍ତୁ।  Facebook | Archive ଆମ ଅନୁସନ୍ଧାନ: ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାରତ ସରକାରର ର ସଡ଼କ ଏବଂ ପରିବହନ ରାଜପଥ […]

Continue Reading