କ’ଣ ବିଜେପି ସରକାର ଭାରତୀୟ ରେଳକୁ ଅଦାନୀ ଗ୍ରୁପକୁ ବିକ୍ରି କରିଛି? ଜାଣନ୍ତୁ ସତ୍ୟ।

ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଦାବି କରାଯାଇଛି ଯେ, ବିଜେପି ସରକାର ଭାରତୀୟ ରେଳବାଇକୁ ଆଦାନୀ ଗ୍ରୁପକୁ ବିକ୍ରି କରିଛନ୍ତି। 1.11 ମିନିଟ ଭିଡିଓରେ ଏକ ଟ୍ରେନର ଅଛି, ଯାହାର  ଆଗ ପାର୍ଶ୍ୱରେ ଭଦୋଦରା ଲେଖା ହୋଇଛି ଏବଂ ଟ୍ରେନର ଉଭୟ ପାର୍ଶ୍ୱରେ ଫର୍ଚୁନ୍ ବ୍ରାଣ୍ଡ ମଇଦା ବିଜ୍ଞାପନ ଦିଆଯାଉଛି। ଏଥିସହ ‘ଆଦାନୀ ୱିଲମାର’ର ଏକ ପୋଷ୍ଟର ମଧ୍ୟ ଗୋଟିଏ ସ୍ଥାନରେ ରଖାଯାଇଛି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ […]

Continue Reading

ବାଙ୍ଗଲାଦେଶ ରାସ୍ତା ନିର୍ମାଣ ଫଟୋକୁ ବିହାର ବିଜେପି ସରକାର ନିମ୍ନମାନର ରାସ୍ତା ନିର୍ମାଣକରୁଥିବା ଦାବିରେ ଭାଇରାଲ ହେଉଛି।

ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି। ଯେଉଁଥିରେ ଏକ ବ୍ୟକ୍ତି ରାସ୍ତାରେ ବାଉଁ ପକାଇ ରାସ୍ତା ନିର୍ମାଣ କରୁଥିବାର ଦେଖାଯାଉଛି। ପୋଷ୍ଟରେ ଦାବି କରାଯାଉଛି ଯେ, କଣ୍ଟା ବାଉଁଶ ବତାରେ ନିର୍ମିତ ରୋଡ଼ ଢଳେଇ ବିହାର ମଧୁବନି ଜିଲ୍ଲାର ଇଟେ। ପୋଷ୍ଟର ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଫୋଟୋ ବିହାରର ନୁହେଁ ବରଂ ବାଙ୍ଗଲାଦେଶର ଅଟେ।   1 ଡିସେମ୍ବରରେ Pasa Gaan ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫଟୋ କୁ ପୋଷ୍ଟ […]

Continue Reading