ବର୍ତ୍ତମାନ ବଜରଙ୍ଗ ଦଳ ବିରୋଧରେ ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧ୍ୟା ବିରୋଧ କରିଛନ୍ତି କି ?

ବିଜେପି ନେତା ଜ୍ୟୋତିରାଦିତ୍ୟ ସ୍କିଣ୍ଡିଆର ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ବଜରଙ୍ଗ ଦଳ ବିରୋଧରେ କଥା ହେଉଥିବା ନଜର ଆସିଛନ୍ତି। ଦାବି କରାଯାଉଛି ଯେ ଜ୍ୟୋତିରାଦିତ୍ୟ ସିନ୍ଧ୍ୟା ବିଜେପିରେ ଥିବାବେଳେ ବଜରଙ୍ଗ ଦଳ ବିରୋଧରେ କହୁଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ବିଜେପି କେନ୍ଦ୍ରମନ୍ତ୍ରୀ Jyotiraditya Sindhiya ଫେସବୁକ । ଆର୍କାଇଭ ଅନୁସନ୍ଧାନ- ଭାଇରାଲ ଭିଡିଓକୁ ୟୁଟ୍ୟୁବରେ ଅଲଗା ଅଲଗା କୀ-ଶବ୍ଦ ବ୍ୟବହାର କରି ଭିଡିଓ ଯାଞ୍ଚ କରିଲୁ। ଫଳସ୍ୱରୁପ ଆମେ 17 […]

Continue Reading

କଂଗ୍ରେସ ନେତା ଡଲି ଶର୍ମା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିନ୍ଦା କରୁଥିବା ଭିଡିଓକୁ ବିଜେପି ସାଂସଦ ମେନକା ଗାନ୍ଧୀଙ୍କ ନାମରେ ଭାଇରାଲ କରାଯାଉଛି।

ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରାଯାଉଛି। ଯେଉଁଥିରେ ଦାବି କରାଯାଉଛି ଭାଇରାଲ ଭିଡିଓ ବିଜେପି ସାଂସଦ ମେନକା ଗାନ୍ଧୀଙ୍କ ଭିଜୁଆଲ ଅଟେ। ଏବଂ ସେ ତାଙ୍କ ଦଳର ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଭାରତରେ COVID-19 ସଙ୍କଟକୁ ଠିକ୍ ରୁପେ ଧ୍ୟାନ ନ ଦେଇଥିବାର ଅଭିଯୋଗ କରିଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। Rajeeb Khadanga ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ […]

Continue Reading

ପାକିସ୍ତାନ ଜିନ୍ଦାବାଦ ନାରା ଲଗାଇବାରୁ ବିଜେପି ନେତାକୁ କୃଷକମାନେ ପିଟିଲେ? ଜଣନ୍ତୁ ସତ୍ୟତା।

ସୋସିଆଲ ମିଡିଆରେ କୃଷକ ଆନ୍ଦୋଳନ ଜୋଡ଼ି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ କିଛି ଲୋକ ରାସ୍ତାରେ ଜଣେ ବ୍ୟକ୍ତିଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟୁଥିବାର ଦେଖିବାକୁ ମିଳିଛି। ଏହା ସହ ବ୍ୟକ୍ତି କୁ ଜଣେ ପୋଲିସ କର୍ମଚାରୀ ଟାଣି ଟାଣି ନେଉଥିବାର ମଧ୍ୟ ଦେଖାଯାଉଛନ୍ତି। ଭିଡିଓ ସହିତ ଦାବି ହେଉଛି ଯେ ମାଡ଼ ଖାଉଥିବା ବ୍ୟକ୍ତି ଜଣକ ବିଜେପି ନେତା ଯିଏ କୃଷକ ଆନ୍ଦୋଳନରେ ଯୋଗ ଦେଉଥିଲେ ଏବଂ ଜାତୀୟ ବିରୋଧୀ ସ୍ଲୋଗାନ(ପାକିସ୍ତାନ ଜିନ୍ଦାବାଦ)ନାରା ଦେଉଥିଲେ […]

Continue Reading

କ’ଣ ବିଜେପି ଏମ.ଏଲ.ଏ ରାସ୍ତା ମଝିରେ ଜିଲ୍ଲା ମେଗିଷ୍ଟ୍ରେଟଙ୍କୁ ମାରୁଛନ୍ତି? ଜାଣନ୍ତୁ ସତ୍ୟ।

Photo Credit: Jansatta ୨ ଜୁଲାଇ ରେ ଜଣେ ଫେସବୁକ ୟୁଜର ନବୀନ ଓଡ଼ିଶା ନାମକ ଫେସବୁକ ପେଜରେ ଗୋଟିଏ ଭିଡିଓ ପୋସ୍ତ କରିଛନ୍ତି। ଏହି ଇଡେଓରେ ଜଣେ ବ୍ୟକ୍ତି ଆଉ ଜଣଙ୍କୁ ମାରୁଥିବା ଏବଂ ଗାଳି କରୁଥିବା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି ଫୋନରେ କଥା ଲାଗୁଥିବା ସମୟରେ ତାଙ୍କୁ ତାଙ୍କୁ ମାଡ଼ ମାରିବାକୁ ଆରମ୍ଭ କରି ଦେଲେ। ଏହା ପରେ ପରସ୍ପର ମଧ୍ୟରେ ଯୁକ୍ତି-ତର୍କ ହେଉଥିବା ମଧ୍ୟ ଦେଖିବା କୁ ମିଳିଛି। ପୋଷ୍ଟରେ ଦାବି […]

Continue Reading