ଗଣଦୁଷ୍କର୍ମ ପିଡ଼ିତାଙ୍କୁ ବିଜେପି ମହିଳା ମୋର୍ଚ୍ଚା କାର୍ଯ୍ୟକର୍ତ୍ତା ହୋଇଥିବା ମିଥ୍ୟା ଦାବି କରି ନିର୍ବାଚନ ହିଂସା ରୂପ ଦିଆଯାଉଛି।
ପଶ୍ଚିମବଙ୍ଗରେ ମମତା ବାନର୍ଜି ନିର୍ବାଚନ ଜିତିଲାପରେ ବିଜେପି ସମର୍ଥକଙ୍କ ସହିତ ହୋଇଥିବା ହିଂସାକୁ ନେଇ ଅନେକ ଖବର ସାମ୍ନାକୁ ଆସିଛି। ଏଥି ମଧ୍ୟରେ ପଶ୍ଟିମବଙ୍ଗରେ ଏକ ନାବାଳିକାର ଗଣଦୁଷ୍କର୍ମ ହୋଇଥିବାର ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଖବରରେ ଦାବି କରାଯାଉଛି ଯେ, ବିଜେପି ମହିଳା ମୋର୍ଚ୍ଚା କାର୍ଯ୍ୟକର୍ତ୍ତା ପ୍ଲସ 2 ଛାତ୍ରୀ ସାମୃତୀଙ୍କୁ ରାତି ସାରା ଗଣଦୁଷ୍କର୍ମ କରି ହତ୍ୟା କରାଯାଇଛି। ଟିଏମସି ଦଳ ସମର୍ଥକମାନେ ଏପରି କାମ କରିଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ପୋଷ୍ଟରେ […]
Continue Reading