ଭୁଲ ଦାବି ସହିତ ରାହୁଲ ଗାନ୍ଧୀଙ୍କ ପୁସ୍ତକ ରିଲିଜ୍ ଭିଡିଓ ଡିଜିଟାଲ୍ ଏଡିଟ୍ ହୋଇ ଭାଇରାଲ୍ କରାଯାଉଛି।

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ କ୍ଲିପ ହୋଇଥିବା ଭିଡିଓଗୁଡ଼ିକ ଇଣ୍ଟରନେଟରେ ପ୍ରାୟତଃ ଭାଇରାଲ ହୋଇଥାଏ। ଫ୍ୟାକ୍ଟ କ୍ରେସେଣ୍ଡୋ ତାଙ୍କ ଭିଡିଓଗୁଡିକ ଅନେକ ଥର ଅନୁସନ୍ଧାନ କରିଛନ୍ତି ଏବଂ ତାଙ୍କ ପାଠକମାନଙ୍କୁ ତାଙ୍କ ସତ୍ୟତା କହିଛନ୍ତି।  ବର୍ତ୍ତମାନ ଅନ୍ୟ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ସେୟାର କରାଯାଉଛି।  ଏଥିରେ ଆପଣ ରାହୁଲ ଗାନ୍ଧୀଙ୍କୁ ଏକ ପୁସ୍ତକ ଉନ୍ମୋଚନରେ ଦେଖିପାରିବେ।  ତାଙ୍କ ସହ ଦାବି କରାଯାଉଛି ଯେ ଯେତେବେଳେ ସାମ୍ବାଦିକ ରାହୁଲ ଗାନ୍ଧୀଙ୍କୁ ପୁସ୍ତକର ପଛ କଭର ଦେଖାଇବାକୁ […]

Continue Reading

ସୋନିଆ ଗାନ୍ଧୀଙ୍କ ଏଡିଟେଡ୍ ଫଟୋକୁ ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

ସୋସିଆଲ ମିଡିଆରେ ସୋନିଆ ଗାନ୍ଧୀଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସୋନିଆ ଗାନ୍ଧୀଙ୍କ ବୁକ୍ ସେଲଫରେ ଏକ ବହିକୁ ଦର୍ଶାଯାଇଛି।  ବହିରେ ଭାରତକୁ କିପରି ଖ୍ରୀଷ୍ଟିଆନ ରାଷ୍ଟ୍ରରେ ପରିଣତ କରାଯିବ’ ତାହା ଲେଖା ଅଛି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  1 ଜୁନରେ Krishna jaykrishna ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ଭଲ ଭାବେ […]

Continue Reading

କ’ଣ ଫୋଟୋରେ ଥିବା ବୃଦ୍ଧ ମହିଳା ନରେନ୍ଦ୍ର ମୋଦୀଙ୍କୁ ନିଜ ସମର୍ଥନ ଦେଉଛନ୍ତି? ଜାଣନ୍ତୁ ସତ୍ୟ।

୨୨ ଅଗଷ୍ଟରେ ଜେନ ଫେସବୁକ ୟୁଜର ଅପରାଜିତା ଫ୍ୟାନ କ୍ଲବ ନାମକ ଫେସବୁକ ଗ୍ରୁପରେ ଗୋଟିଏ ଫୋଟୋ ପୋସ୍ତ କରି ଦାବି କରିଛନ୍ତି ଯେ ଫୋଟୋରେ ଥିବା ବୃଦ୍ଧ ମହିଳା ଦେଶର ବିକାଶ କରୁଥିବା ମୋଦୀ ସରକାରଙ୍କୁ ନିଜ ସମର୍ଥନ ଦେଇଆସିଛନ୍ତି। ଏହି ଫୋଟୋରେ ଦେଖିବା କୁ ମିଳିଛି ଯେ ଏହି ମହିଳା ଗୋଟିଏ ପୁସ୍ତକ ଧରି ଛିଡ଼ା ହେଇଛନ୍ତି ଯେଉଥିରେ ମୋଦୀଜିଙ୍କ ଫୋଟୋ ଅଛି ଏବଂ ମୋର ପ୍ରିୟ ପ୍ରଧାନମନ୍ତ୍ରୀ ମଧ୍ୟ ଲେଖା ଯାଇଅଛି।  Facebook […]

Continue Reading