ଶାହରୁଖ ଖାନଙ୍କ ଫିଲ୍ମ ବର୍ଜନ କରିବା ବିଷୟରେ ଯୋଗୀ ଆଦିତ୍ୟନାଥଙ୍କ ପୁରୁଣା ବୟାନ ଭ୍ରାମକ ଉପାୟରେ ଭାଇରାଲ ହେଉଛି।

ସୋସିଆଲ ମିଡିଆରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କର ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସେ ଅଭିନେତା ଶାହରୁଖ ଖାନଙ୍କୁ ଆତଙ୍କବାଦୀ ହାଫିଜ୍ ସଇଦଙ୍କ ସହ ତୁଳନା କରୁଥିବାର ଦେଖାଯାଉଛି। ୟୁଜର୍ସ ଏହି ଭିଡିଓକୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସାମ୍ପ୍ରତିକ ଉତ୍ତେଜନା ସହିତ ଯୋଡି ସେୟାର କରୁଛନ୍ତି ଏବଂ ଦାବି କରୁଛନ୍ତି ଯେ ଯୋଗୀ ଆଦିତ୍ୟନାଥ ଲୋକମାନଙ୍କୁ ଶାହରୁଖ ଖାନଙ୍କ ଫିଲ୍ମ ନ ଦେଖିବା ପାଇଁ ନିବେଦନ କରିଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା […]

Continue Reading

କ’ଣ ବିରୋଧୀ ରାଜନୀତି ଦଳର INDIA ମିଳିତତା ବୈଠକରେ ସାମ୍ବାଦିକଙ୍କୁ ବୟକଟ୍ କରିବା ନିଷ୍ପତ୍ତି ପରେ ଅଞ୍ଜନା କଶ୍ୟପ ସାମ୍ବାଦିକମାନଙ୍କୁ ସମାଲୋଚନା କରୁଛନ୍ତି? ଜାଣନ୍ତୁ ସତ୍ୟ। 

ନିକଟରେ ପ୍ରମୁଖ ବିରୋଧୀ ଦଳର ‘ଇଣ୍ଡିଆ’ ମିଳିତ ମଞ୍ଚ ୧୪ ଟିଭି ସାମ୍ବାଦିକଙ୍କ କାର୍ଯ୍ୟକ୍ରମରେ ଯୋଗ ନ ଦେବାକୁ ନିଷ୍ପତ୍ତି ନେଇଛି ଏବଂ ସେମାନଙ୍କୁ ବୟକଟ୍ କରିଛି।  ଏହି ପ୍ରସଙ୍ଗରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଆଜ୍ ତକ୍ (ହିନ୍ଦୀ) ଚ୍ୟାନାଲର ପରିଚାଳନା ସମ୍ପାଦକ ଅଞ୍ଜନା ଓମ କଶ୍ୟପ କହିଛନ୍ତି ଯେ ସାମ୍ବାଦିକମାନେ ସେମାନଙ୍କର ଅନୈତିକ ଆଚରଣ ଯୋଗୁଁ ସମାଜ ପାଇଁ ଅପୂରଣୀୟ କ୍ଷତି କରିଛନ୍ତି। ଦାବି କରା ଯାଉଛି ଯେ ବିରୋଧୀ ଦଳର […]

Continue Reading

କ’ଣ ପଠାନ୍ ଫିଲ୍ମ ଦେଖାଉଥିବା ଏକ ସିନେମା ହଲ୍ କୁ ପୋଲିସ ସୁରକ୍ଷା ଦେଉଛି? ଜାଣନ୍ତୁ ସତ୍ୟ।

ଗତ କିଛି ମାସ ହେବ ଶାହରୁଖ ଖାଁର ପଠାନ୍ ସିନେମା ବିବାଦରେ ରହି ଆସିଛି। ଫିଲ୍ମରେ ଦୀପିକାଙ୍କ ଭଗବା ରଙ୍ଗ ପୋଷାକକୁ ନେଇ ଏହି ବିବାଦ ସୃଷ୍ଟି ହୋଇଥିଲା। ସୋସିଆଲ ମିଡିଆରେ ଲୋକେ ଏହା ନେଇ ନିଜ କ୍ରୋଧ ପ୍ରକାଶ କରି #BoycottPathan ଟ୍ରେଣ୍ଡ କରୁଛନ୍ତି।  ଏହି ପ୍ରସଙ୍ଗରେ ବର୍ତ୍ତମାନ ଗୋଟିଏ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଫୋଟୋରେ ଦେଖିବାକୁ ମିଳିଛି ଯେ ଏକ ସିନେମା ହଲ୍ ରେ ପଠାନ୍ ଫିଲ୍ମର ପୋଷ୍ଟର ଲାଗିଥିବା ବେଳେ […]

Continue Reading

ପଠାନ୍ ଫିଲ୍ମ ବିଷୟରେ ‘ବିବିସି ନ୍ୟୁଜ୍’ର ଭାଇରାଲ୍ ଟ୍ୱିଟ୍ ନକଲି। ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ବିବିସି ନ୍ୟୁଜର ଟୁଇଟର ଏକ ସ୍କ୍ରିନସଟ ସେୟାର କରାଯାଉଛି ଯେଉଁଥିରେ ବଲିଉଡ ଅଭିନେତା ଶାହରୁଖ ଖାନ ପାକିସ୍ତାନକୁ ତାଙ୍କର ଦ୍ୱିତୀୟ ଘର ବୋଲି କହିଛନ୍ତି ଏବଂ ତାଙ୍କ ଫିଲ୍ମ ‘ପଠାନ’ର ପ୍ରଥମ ଦିନର ଆୟ ପାକିସ୍ତାନୀ ଏନଜିଓକୁ ଦାନ କରାଯିବ ବୋଲି ଘୋଷଣା କରିଛନ୍ତି।  ଏହା ମଧ୍ୟ ଲେଖାଯାଇଛି ଯେ ଜନ୍ ଅବ୍ରହାମ ଏବଂ ଦୀପିକା ପାଦୁକୋନ, ଶାହାରୁଖ ଖାନଙ୍କ ଏହି ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି ଏବଂ ବଏକଟ ଗ୍ୟାଙ୍ଗକୁ ସେମାନଙ୍କର ଭୟ ନାହିଁ […]

Continue Reading