2017 କମେଡ଼ି ଭିଡିଓକୁ ନିର୍ବାଚନରେ ହାରିଲା ପରେ ଟ୍ରମ୍ପ ନିଜ ଅଫିସର ଜିନିସ ଭାଙ୍ଗୁଥିବା ଦାବିରେ ଭାଇରାଲ କରାଯାଉଛି।
ନିର୍ବାଚନ ପରେ ଆମେରିକାର ନୁଆ ରାଷ୍ଟ୍ରପତି ଜୋ ବାଇଡେନ (Joe Biden) ବନିଲେ। ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ମଙ୍କୁ ପରାସ୍ତ କରି ଆମେରିକୀୟଙ୍କ ପ୍ରଥମ ପସନ୍ଦ ହୋଇଛନ୍ତି ଜୋ ବାଇଡେନ । ସେ ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ଏହା ପରେ ସୋସିଆଲ ମିଡିଆରେ ଟ୍ରମ୍ପଙ୍କ ପରାସ୍ତକୁ ନେଇ ଅନେକ ଥଟା ପରିହାସ କରାଯାଉଛି। ଏପରି ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଆମେରିକା ପତାକା ଲାଗିଥିବା ଏକ ଅଫିସରେ ଟ୍ରମ୍ପ […]
Continue Reading