କ’ଣ ଭାରତର ମୁସ୍ଲିମମାନେ ତ୍ରିରଙ୍ଗା ଜାଳୁଛନ୍ତି ?

ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି, ଯେଉଁଥିରେ କିଛି ଲୋକ ତ୍ରିରଙ୍ଗା ପତାକା ଜାଳୁଥିବାର ଦେଖାଯାଉଛନ୍ତି। ଫୋଟୋରେ ମୁସ୍ଲିମ ଲୋକମାନେ ଏହି ତ୍ରିରଙ୍ଗା ପତାକା ଜଳାଉଥିବାରୁ ଏହାକୁ ସାମ୍ପ୍ରଦାୟକ ରୂପ ଦେଇ ଭାଇରାଲ କରାଯାଉଛି। ଫୋଟୋ ସହିତ ଦାବି କରାଯାଉଛି ଯେ, ଭାଇରାଲ ହେଉଥିବା ଏହି ଫୋଟୋ  ଭାରତର ଅଟେ।  Rashmi Ranjan Barik ନାମକ ଜଣେ ଫେସବୁକ ୟୂଜର ଭାଇରାଲ ଫୋଟୋ ସେୟାର କରି ଲେଖିଛନ୍ତି ଯେ, ଏମାନଙ୍କ ବିରୋଧ କେବଳ ଜଣେ ବ୍ୟକ୍ତି […]

Continue Reading

ଶରୀରର ଜଳି ଯାଇଥିବା ସ୍ଥାନରେ ଅଟା ଲଗାଇବା ପରାମର୍ଶଦାଯକ କି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ୱ୍ହାଟ୍ସଆପ୍ ରେ ଗୋଟିଏ ମେସେଜ୍ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଅଛି ଯେ ଶରୀରର ଜାଲିଥିବା ସ୍ଥାନରେ ଅଟା ଲଗାଇଲେ କ୍ଷତି ହୋଇଥିବା ସ୍ଥାନରେ କୌଣସି ଦାଗ ମଧ୍ୟ ରହେ ନାହିଁ। ଏହି ମେସେଜ୍ ରେ ଏହା ମଧ୍ୟ କୁହା ଯାଇଅଛି ଯେ ଅଟା ଉତ୍ତାପ ଗ୍ରହଣ କରିବାର କ୍ଷମତା ରଖିଥାଏ ଏବଂ ଏହାର ଶକ୍ତିଶାଳୀ ଆଣ୍ଟି ଆକ୍ସିଡେଣ୍ଟ ଗୁଣ ଥାଏ। ସେଥିପାଇଁ ନିଆରେ ଶରୀରର ଜାଲିଥିବା ସ୍ଥାନରେ ୧୫ ମିନିଟ ମଧ୍ୟରେ ଅଟା […]

Continue Reading