କ’ଣ ରାମ ମନ୍ଦିର ଭୂମି ପୂଜନ ଦିନ ଆଜ ତକ ନିଜ ଚ୍ଯାନେଲରେ ବର୍ନଲ ବିଜ୍ଞାପନ ପ୍ରସାରିତ କରି ଥିଲା? ଜାଣନ୍ତୁ ସତ୍ୟ।
ୱ୍ହାତ୍ସ ଏପ୍ ରେ ଭାଇରାଲ ହେଉଥିବା ଗୋଟିଏ ଫୋଟୋର ଫେକ୍ଟ ଚେକ୍ କରିବା ଅନୁରୋଧ ଆସିଲା। ଏହି ଫୋଟୋରେ ରାମ ମନ୍ଦିର ଭୂୟ ପୂଜନ ହେଉଥିବା ବେଳେ ଆଜ ତକ ଚ୍ଯାନେଲରେ ବର୍ନଲର ବିଜ୍ଞାପନ ଦେଖିବା କୁ ମିଳିଛି। ଏହି ବିଜ୍ଞାପନରେ ଏହା ମଧ୍ୟ ଲେଖା ଯାଇଅଛି ଯେ “ଜଳିବ ଯଦି ବର୍ନଲ ହି ଚାଲିବ (ଜଲେଗା ତୋ ବର୍ନଲ ହି ଚଲେଗା)” Archive ଆମ ଅନୁସନ୍ଧାନ: ସତ୍ୟ ଜାଣିବା ପାଇଁ ଆମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ […]
Continue Reading