2015 ମସିହା ଫୋଟୋକୁ ଦିଲ୍ଲୀ ଶାହୀନ ବାଗର କହି ଭାଇରାଲ କରାଯାଉଛି।
ଶାହୀନ ବାଗରେ CAA ବିରୋଧ ପ୍ରଦର୍ଶନ ଏବେ ପର୍ଯ୍ୟନ୍ତ ଥମି ନାହିଁ। ତେବେ ଏହାକୁ ନେଇ ଦେଶ ସାରା ଚର୍ଚ୍ଚା ଚାଲିଛି। ଶାହୀନ ବାଗ ନାଁ ଆସିଲେ ଲୋକଙ୍କ ମନରେ CAA ବିରୋଧ ପ୍ରଦର୍ଶନ ଘଟଣା ସାମ୍ନାକୁ ଆସି ଜାଏ। ସେହିପରି 4 ଫେବୃଆରିରେ Tapan Praida ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଯୁବକ ବୁର୍ଖା ପିନ୍ଧିଥିବାର ଦୁଇଟି ଫୋଟୋ ପୋଷ୍ଟ କରିଛନ୍ତି। ଏହା ସହିତ ଦାବି କରିଛନ୍ତି ଯେ, ଶାହୀନ ବାଗ […]
Continue Reading