କ’ଣ କୁର୍କୁରେ ରେ ଘୁଷୁରି ଚର୍ବି ମିଶାଯାଏ? ଜାଣନ୍ତୁ ସତ୍ୟତା। 

ସୋସିଆଲ ମିଡିଆରେ ବର୍ତ୍ତମାନ କୁର୍କୁରେ ଚିପ୍ସ କୁ ନେଇ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ କୁର୍କୁରେ ଚିପ୍ସ ଉତ୍ପାଦନ ସମୟରେ ସେଥିରେ ଘୁଷୁରି ଚର୍ବି ମିଶାଯାଉଛି ଯାହା ଦ୍ଵାରା ଲୋକ ମାନେ କର୍କଟ ରୋଗର ଶିକାର ହେଉଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। କୁର୍କୁରେରେ ଘୁଷୁରି ଚର୍ବି କିମ୍ବା କୌଣସି ପଶୁର ଅଂଶ ମିଶା ଯାଉନାହିଁ। କୁର୍କୁରେ ଏକ ନିରାମିଷ ଚିପ୍ସ।  କ’ଣ ଦାବି […]

Continue Reading

କ’ଣ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଭାରତକୁ ଦୁଗ୍ଧ ଅପମିଶ୍ରଣ ନେଇ ଚେତାବନୀ ଦେଇଛି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଦୁଗ୍ଧ ଅପମିଶ୍ରଣ ନେଇ ଗୋଟିଏ ପୋଷ୍ଟ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଭାରତକୁ ଭାରତକୁ ଦୁଗ୍ଧ ଅପମିଶ୍ରଣ ନେଇ ଚେତାବନୀ ଦେଇଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଦୁଗ୍ଧ ଅପମିଶ୍ରଣ ନେଇ ଭାରତ ସରକାରକୁ କୌଣସି ଚେତାବନୀ ଦେଇ ନାହିଁ।  କ’ଣ ଦାବି କରା ଯାଇଛି ପୋଷ୍ଟରେ?  ଭାଇରାଲ ପୋଷ୍ଟରେ କୁହା ଯାଇଛି ଯେ, “ଦୁଗ୍ଧ […]

Continue Reading

କ’ଣ ନିକଟରେ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଖେଳାଳି ଡେଭିଡ୍ ମିଲରଙ୍କ ଝିଅଙ୍କର ମୃତ୍ୟୁ ହୋଇଛି? ଜାଣନ୍ତୁ ସତ୍ୟ। 

ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍ ଡେଭିଡ ମିଲରଙ୍କ ଝିଅର ମୃତ୍ୟୁକୁ ନେଇ ସାରା ବିଶ୍ୱରେ କ୍ରିକେଟ୍ ପ୍ରଶଂସକଙ୍କ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ନିକଟରେ ମିଲର ନିଜ ଇଂଷ୍ଟାଗ୍ରାମରେ ଜଣେ ଝିଅ ଶୀତ ଫୋଟୋ ପୋସ୍ତ କରିଥିଲେ। ଏହି ପୋଷ୍ଟ ପରେ ସୋସିଆଲ ମିଡିଆରେ ମିଲଙ୍କ ଝିଅର ମୃତ୍ୟୁ ହୋଇଥିବା ଖବର ଭାଇରାଲ ହୋଇଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ମୃତ୍ୟୁ ହୋଇଥିବା ଝିଅ ଡେଭିଡ୍ ମିଲରଙ୍କର ଜଣେ ବଡ଼ ପ୍ରଶଂଶକ […]

Continue Reading

କ’ଣ ଫୋଟୋରେ ଥିବା ମହିଳା ବିଶ୍ଵ ପ୍ରସିଦ୍ଧ ଫେଶନ ଡିଜାଇନର କାୟରଜାଏଦା ରଡରିଗେଜ ଅଟନ୍ତି। ଜାଣନ୍ତୁ ସତ୍ୟ।

୨୨ ସେପ୍ଟେମ୍ବର ରେ ଜେନ ଫେସବୁକ ୟୁଜର ନବୀନ ପଟନାୟକ ଫ୍ୟାନ କ୍ଲବ ନାମକ ଗ୍ରୁପରେ ଗୋଟିଏ ଫୋଟୋ ପୋଷ୍ଟ କରି ଦାବି କରିଛନ୍ତି ଯେ ବିଶ୍ବ ପ୍ରସିଦ୍ଧ ଫେସନ ମଡେଲ ଡିଜାଇନର,ବ୍ଲଗର ଓ ଲେଖକ କିର୍ଜିଦା ରୋଡିଗ୍ଜ କ୍ୟାନସରରେ ମୃତ୍ୟୁବରଣ କରିବା ପୂର୍ବରୁ ଲେଖିଥିବା ନୋଟ୍  1.ଦୁନିଆର ସବୁଠାରୁ ମହଙ୍ଗା କାର ମୋ ଗ୍ୟାରେତରେ ଛିଡା ହେଇଛି , ଆଉ ମୁଁ ହୁଇଲ ଚେୟାର ଉପରେ 2. ମୋ ଘରେ ଦାମି ଓ ନାମୀ ଡିଜାଇନର […]

Continue Reading