ପୁରୁଣା ଫଟୋକୁ ବର୍ତ୍ତମାନ ଆମେରିକା କ୍ୟାପିଟାଲ ହିଲରେ ହୋଇଥିବା ଗଣ୍ଡଗୋଳ ଦାବିରେ ଭାଇରାଲ କରାଯାଉଛି।
ଆମେରିକାଦର କ୍ୟାପିଟାଲ ହିଲଠାରେ ଟ୍ରମ୍ପକୁ ନେଇ ହୋଇଥିବା ଗଣ୍ଡଗୋଳର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ପରି ଏକ ଫଟୋ ଭାଇରଲା ହେଉଛି, ଯେଉଁଥିରେ ଜଣେ ବ୍ୟକ୍ତି ମାସ୍କ ପିନ୍ଦି ଗୋଟେ ହାତରେ ଗେରୁଆ ରଙ୍ଗର ପତାକା ଏବଂ ଅନ୍ୟ ପଟେ ଆମେରିକାର ପତାକା ଧରି ଠିଆ ହୋଇଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଆମେରିକାର କ୍ୟାପିଟାଲ ହିଲଠାରେ ହୋଇଥିବା ଗଣ୍ଡଗୋଳରେ ଭାରତର ଜାତୀୟ ପତାକା ନଧରୀ ହିନ୍ଦୁତ୍ୱର ପତାକା ଧରି […]
Continue Reading