କ’ଣ କାର କ୍ଷତିଗ୍ରସ୍ତ ହେଉଥିବା ଏହି ଭିଡିଓ ୟାସ୍ ବାତ୍ୟା ସମୟର ଦୃଶ୍ୟ ଅଟେ? ଜାଣନ୍ତୁ ସତ୍ୟ।
କିଛି ଦିନ ପୂର୍ବରୁ ଓଡ଼ିଶାରେ ୟାସ୍ ବାତ୍ୟା ଆସିଥିବାରୁ ସୋସିଆଲ ମିଡିଆରେ ଅନେକ ଭିଡିଓ ଏବଂ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଆପଣ ଏହି ବାତ୍ୟା କାରଣରୁ ହେଇଥିବା କ୍ଷତି ଦେଖି ପାରିବେ। ଏପରି ଗୋଟିଏ ଭିଡିଓ ବର୍ତ୍ତମାନ ଖୁବ ଭାଇରାଲ ହେଉଛି ଯେଉଁଥିରେ ରାସ୍ତାରେ ଚିଡ଼ା ହୋଇଥିବା ଗାଡ଼ି ଉପରେ ଗୋଟିଏ ବିଲଡିଙ୍ଗର କିଛି ଅଂଶ ପଡ଼ିବାରୁ ଗାଡ଼ି ନଷ୍ଟ ହେଉଛି। ShareChat | Archive ଏହି ମାସ ପଶ୍ଚିମ ଭାରତରେ ଆସିଥିବା ତଉତେ ବାତ୍ୟା […]
Continue Reading