ପୁରୁଣା ଭିଡିଓକୁ ଟିଏମସି ସମର୍ଥକ ହାତରେ ବନ୍ଧୁକ ଏବଂ ଖଣ୍ଡା ଧରି ନିର୍ବାଚନ ବିଜୟ ଉତ୍ସବ ପାଳନ କରୁଥିବା ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।
ପଶ୍ଚିମବଙ୍ଗରେ ନିର୍ବାଚନପରେ ସ୍ଥିତି ବିଗିଡ଼ିବାରେ ଲେଗିଛି। ସୋସିଆଲ ମିଡିଆରେ ଏହାକୁ ନେଇ ହିଂସାତ୍ମକ ଭିଡିଓ ଏବଂ ପୋଷ୍ଟ ଭାଇରାଲ ହେଉଛି। ଏହିପରି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଲୋକ ବନ୍ଧୁକ ଓ ଖଣ୍ଡା ସହିତ ନାଚୁଥିବାର ପୋଷ୍ଟ ସୋସିଆଲ ମିଡିଆରେ ସେୟାର କରାଯାଉଛି। ଭିଡିଓ ସହ ଦାବି କରାଯାଉଛି ଯେ, ଏହି ଭିଡିଓରେ ଟିଏମସି ସମର୍ଥକମାନେ ସମ୍ପ୍ରତି ନିର୍ବାଚନରେ ବିଜୟ ଉତ୍ସବ ପାଳନ କରୁଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ପୋଷ୍ଟରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ […]
Continue Reading