କୋରୋନା କୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସମସ୍ତ ସରକାରି କର୍ମଚାରିଙ୍କ ଭତ୍ତା ସହ ଏଲ୍ଟିସି, ଲିଭ୍ ଏନ୍କ୍ୟାଶମେଣ୍ଟ , ମେଡିକାଲ୍ ବିଲ୍ ଭତ୍ତା ନ ଦେବାପରି କୌଣସି ନିଷ୍ପତ୍ତି ନେଇ ନାହାନ୍ତି।
କୋରୋନା ଭାଇରସ୍ ପାଇଁ ଦେଶରେ ଆର୍ଥକ ସ୍ଥିତି ଖରାପ ହେବାରେ ଲାଗିଛି। ଏଥିଲାଗି କେନ୍ଦ୍ର ସରକାର ସରକାରି କର୍ମିଚାରିଙ୍କ ଭତ୍ତା ଏବଂ ମାସିକ ଗୋଟେ ଦିନର ଦରମା କାଟିବା ନେଇଁ ପ୍ରସ୍ତାବ ଦେଇଛନ୍ତି। ତେବେ ଏହା ପାଇଁ ଦେଶରେ ମଧ୍ୟମ ବର୍ଗର ସରକାରି କର୍ମଚାରିଙ୍କର ଚିନ୍ତା ବଢ଼ିବାରେ ଲାଗିଛି। ଏଥିମଧ୍ୟରେ ଆଉ ଏକ ଖବର ସାମ୍ନାକୁ ଆସିଛି ଯେ, ସରକାର ଭତ୍ତା କାଟିବା ସହ କର୍ମଚାରିଙ୍କର ଏଲଟିସି, ଲିଭ୍ ଏନକ୍ୟାସମେଣ୍ଟ, ମେଡ଼ିକାଲ ବିଲ ଭତ୍ତା କାଟିବା ଖବର […]
Continue Reading