କ’ଣ ସାଧୁ ମାନଙ୍କୁ ପିଲା ଚୋର ବୋଲି ସନ୍ଦେହ କରି ତାଙ୍କ ଉପରେ ଆକ୍ରମଣ ହେଉଥିବା ଏହି ଘଟଣା ମଧ୍ୟପ୍ରଦେଶରେ ଘଟିଛି? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଲୋକଙ୍କ ଏକ ବିଶାଳ ଭିଡ଼ କିଛି ଲୋକ ଉପରେ ଆକ୍ରମଣ କରୁଛନ୍ତି। ଦାବି ଅନୁଯାୟୀ ଏହି ଭିଡିଓ ମଧ୍ୟପ୍ରଦେଶ ରାଜ୍ୟର ଅଟେ ଯେଉଁଠାରେ ସ୍ଥାନୀୟ ଲୋକେ ୩ ଜଣ ସାଧୁଙ୍କୁ ଶିଶୁ ଅପହରଣକାରୀ ହୋଇଥିବା ସନ୍ଦେହ କରି ମାରୁଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଭିଡିଓ ମଧ୍ୟ ପ୍ରଦେଶର ନୁହେଁ ବରଂ ଚତ୍ତିଶଗଡ ରାଜ୍ୟର ଦୁର୍ଗ ସହରର ଅଟେ।  […]

Continue Reading

କ’ଣ ପ୍ରବଳ ବର୍ଷା ପରେ ଖରାପ ରାସ୍ତା ଅବସ୍ଥା ଦର୍ଶାଉଥିବା ଏହି ଭିଡିଓ ଗୁଜୁରାଟର ଅଟେ? ଜାଣନ୍ତୁ ସତ୍ୟ।

କିଛି ଦିନ ପୂର୍ବରୁ ଦେଶର ଅନେକ ରାଜ୍ୟ ପ୍ରବଳ ବର୍ଷାର ସାମନା କରିଥିଲା। ଅନେକ ସ୍ଥାନରେ ରାସ୍ତାରେ ପାଣି ଜମିଥିବା ସମୟରେ କିଛି ସ୍ଥାନରେ ବନ୍ୟା ପରିସ୍ଥିତି ମହୀ ହେଇଥିଲା। ଇଭିନ୍ନ ସହରର ଲୋକେ ଏହି ପ୍ରାକୃତିକ ବିପଦରେ ନିଜ ଘର ଏବଂ ଜୀବିକା ହରାଇଛନ୍ତି। ସୋସିଆଲ ମିଡିଆରେ ଲୋକଙ୍କ ଅବସ୍ଥା ନେଇ ଅନେକ ପୋଷ୍ଟ ଏବଂ ଭିଡିଓ ଦେଖିବାକୁ ମିଳିଛି।  ବର୍ତ୍ତମାନ ଏକ ଭିଡିଓ ସାମନାକୁ ଆସିଛି ଯେଉଁଥିରେ ବର୍ଷା କାରଣରୁ ରାସ୍ତାର ଅବସ୍ଥା ଖରାପ […]

Continue Reading