ରାମ ମନ୍ଦିର ପାଇଁ ଅନୁମତି ଦେଇ ନଥିବା ପୂର୍ବ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କୁ ଭୁମି ପୂଜନ ଦିନ କୋରୋନା ହୋଇଗଲା?
ରାମ ମନ୍ଧିର ଭୂମି ପୂଜନ ସମୟରେ ଦେଶରେ ଉତ୍ସାହର ବାତାବରଣ ଥିବା ସମୟରେ ସୋସିଆଲ ମିଡିଆରେ ଏକ ଖବର ଭାଇରାଲ ହେଉଛି ଯେ, ରାମ ମନ୍ଦିର ପାଇଁ ଅନୁମତି ନ ଦେଇଥିବା ପୂର୍ବ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଭୁମି ପୂଜନ ଦିନ କୋରୋନା ସଂକ୍ରମିତ ହୋଇଛନ୍ତି। 5 ଅଗଷ୍ଟରେ Rajani kanta swain ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏହି ଖବର ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ରଞ୍ଜନ ଗୋଗୋଇ […]
Continue Reading