କର୍ଣ୍ଣାଟକର ଏକ ସରକାରୀ ବିଦ୍ୟାଳୟରେ ଶିବ ଶିବ ଶମ୍ଭୁ ଗୀତ ଗାଇ ପିଲାମାନଙ୍କୁ ଶିକ୍ଷା ଦିଆଯାଉଛି କି?

ଏକ ଶ୍ରେଣୀରେ ଶିକ୍ଷାଦାନ କରୁଥିବା ଜଣେ ଶିକ୍ଷକଙ୍କ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି। ଏଥିରେ ସେ ଗୀତ ଗାଇବା ଏବଂ ଡ୍ୟାନ୍ସ କରି ପିଲାମାନଙ୍କୁ ଶିକ୍ଷା ଦେଉଛନ୍ତି।  ଏହି ଭିଡିଓରେ ସେ ଶିବ ଶିବ ଶମ୍ଭୁ ଗୀତରେ ଶିକ୍ଷକ ଏବଂ ପିଲାମାନେ ନାଚ କରୁଥିବାର ଦେଖାଯାଉଛନ୍ତି।  ଭାଇରାଲ ଭିଡିଓ ସହିତ ଦାବି କରାଯାଉଛି ଯେ, ଭାଇରାଲ ଭିଡିଓ କର୍ଣ୍ଣାଟକର ରାଇଚୁରରେ ଥିବା ଏକ ସରକାରୀ ସ୍କୁଲର ଦୃଶ୍ୟ ଅଟେ। ସେଠାରେ ପିଲାମାନଙ୍କୁ ହିନ୍ଦୁ ବେଦ, ଗୀତା, ରାମାୟଣ, […]

Continue Reading

କ’ଣ ନୂତନ ନିୟମ ଅନୁଯାୟୀ ବର୍ତ୍ତମାନ ୧ ବର୍ଷୀୟ ଶିଶୁ ମାନଙ୍କ ପାଇଁ ମଧ୍ୟ ଲାଗିବ ପୁରା ରେଳବାଇ ଟିକଟ? ଜାଣନ୍ତୁ ସତ୍ୟ। 

ଚଳିତ ବର୍ଷ ଭାରତ ନିଜ ୭୫ ସ୍ଵାଧୀନତା ଦିବସ ପାଳନ କରିଛି। ଯେତେବେଳେ ଦେଶରେ ଆନନ୍ଦର ଏହି ମୂହୁର୍ତ୍ତ ପାଳନ କରୁଥିଲା ସେତେବେଳେ କେନ୍ଦ୍ର ସରକାର ଉପରେ ଏକ ଗମ୍ଭୀର ଅଭିଯୋଗ ସାମନାକୁ ଆସିଛି।  ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ କନକ ନ୍ଯୁଜର ଏକ ଫୋଟୋରେ ଲେଖା ହେଇଥିବା ଦେଖିବାକୁ ମିଳିଛି ଯେ ରେନରେ ୧ ବର୍ଷ ପିଲାଙ୍କ ପାଇଁ ମଧ୍ୟ ଏବେ ପୁରା ଟିକଟ ଦର ଲାଗିବା। ଫୋଟୋ ସେୟାର କରି […]

Continue Reading

ରାହୁଲ ଗାନ୍ଧୀ ଉଦୟପୁରର ଟେଲର କାନହୟା ଲାଲଙ୍କ ହତ୍ୟାକାରୀଙ୍କୁ ଛୁଆ ବୋଲି କହିଥିଲେ ?

କଂଗ୍ରେସ ନେତା ତଥା ୱାୟାନାଦ ସାଂସଦ ରାହୁଲ ଗାନ୍ଧୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କେରଳର କଂଗ୍ରେସ ନେତାମାନେ ଶ୍ରୀ ଗାନ୍ଧୀ ଗଣମାଧ୍ୟମକୁ ସମ୍ବୋଧିତ କରୁଥିବା ଦେଖିବାକୁ ମିଳିବ। ଯେଉଁଥିରେ ୟୂଜର୍ସମାନେ ଦାବି କରିଛନ୍ତି ଯେ, ରାହୁଲ ଖାଁ କହୁଛି କହ୍ନେୟା ଲାଲ୍ ଙ୍କ ହତ୍ୟାକାରୀ ହେଉଛନ୍ତି ନିରୀହ ଛୁଆ ଗୁଡ଼ାକ ଯେଉଁ ମାନେ ଆବେଗରେ ଭାସି ଏହି ଜଘନ୍ୟ ଅପରାଧ କରିଛନ୍ତି।  ତେବେ ରାହୁଲ ଗାନ୍ଧୀଙ୍କ ଏହି ଭିଡିଓକୁ ଭାଇରାଲ କରି ତାଙ୍କ […]

Continue Reading

ପୁରୁଣା ଫଟୋକୁ COVID-19 ର ଦ୍ୱିତୀୟ ତରଙ୍ଗ ସହ ଜୋଡ଼ି ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

ଦେଶରେ ବଢ଼ୁଥିବା COVID-19 ମାମଲା ମଧ୍ୟରେ ସୋସିଆଲ ମିଡିଆରେ ଏକ ଫଟୋ ସାମ୍ନାକୁ ଆସିଛ, ଯେଉଁଥିରେ ଜଣେ ଯୁବକ ବାଳକ ଡାକ୍ତରଖାନା ଭିତରେ ଷ୍ଟ୍ରେଚରକୁ ଠେଲି ନେଉଥିବାରେ ଦାଖାଯାଉଛି। ଫଟୋରେ ଦାବି କରାଯାଉଛି ଯେ, 2020ରେ ଦେଖା ଯାଇଥିବା ଫଟୋ ଠାରୁ  2021ର ଏହି ଫଟୋ ଆହୁରି ଦୁଃଖ ଦାୟକ।   Keonjhar News ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ପୋଷ୍ଟରେ ଲେଖାଯାଇଛି ଯେ, ଏହି ଦୃଶ୍ୟ ଦେଖିବାକୁ ଭାରତର କୈାଣସି […]

Continue Reading