ସୋନିଆ ଗାନ୍ଧୀ ଚୀନର ପ୍ରତିନିଧିଙ୍କୁ ସ୍ୱାଗତ କରିବା ସମୟରେ ଡାଃ ମନମୋହନ ସିଂ ପ୍ରଧାନମନ୍ତ୍ରୀ ନଥିଲେ।
ବର୍ତ୍ତମାନ ସୋସିଆଲ ମିଡିଆରେ ଚାଇନା ର କିଛି ପ୍ରତିନିଧିଙ୍କୁ ସୋନିଆ ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଡାଃ ମନମୋହନ ସିଂ ସ୍ଵାଗତ କରୁଥିବା ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଯେତେବେଳେ ଚୀନର ପ୍ରତିନିଧି ପହଞ୍ଚିଥିଲେ ସେତେବେଳେ ସୋନିଆ ଗାନ୍ଧୀ ତାଙ୍କ ନିକଟରେ ଛିଡ଼ା ହୋଇ ଫୋଟୋ ନେଇଥିଲେ। ଭିଡିଓକୁ ଏପରି ସେୟାର କରା ଯାଇଛି ଯେପରି ଡାଃ ମନମୋହନ ସିଂ ପ୍ରଧାନମନ୍ତ୍ରୀ ଥିବା ସମୟରେ ସୋନିଆ ଗାନ୍ଧୀ ତାଙ୍କୁ ଅସମ୍ମାନ କରି ଚୀନର […]
Continue Reading