କ’ଣ ଆମେରିକାର ୪ ଲକ୍ଷ ବାସିନ୍ଦା ମାନେ କ୍ରିଷ୍ଟ ଧର୍ମ ପରିତ୍ୟାଗ କରି ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି? ଜାଣନ୍ତୁ ସତ୍ୟ। 

ସୋସିଆଲ ମିଡିଆରେ ଗୋଟିଏ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ବହୁ ସଂଖ୍ୟାରେ ଲୋକମାନେ ଏକତ୍ର ହୋଇ କୀର୍ତନ କରୁଥିବା ନଜର ଆସୁଛନ୍ତି। ଦାବି କରା ଯାଉଛି ଯେ ଏହି ଫୋଟୋ ଗୁଡିକ ଆମେରିକାର ଅଟେ ଯେଉଁଠାରେ ୪ ଲକ୍ଷରୁ ଅଧିକ କ୍ରିଷ୍ଟ ଧର୍ମ ଲୋକମାନେ ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ହେଉଥିବା ଫୋଟୋ ଆମେରିକାର ଏବଂ ରୁଷରେ ISKCON ଦ୍ଵାରା ଆୟୋଜିତ ଗୋଟିଏ ସତସଙ୍ଗର […]

Continue Reading