କ’ଣ ବଡ ଦିନ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଚର୍ଚ୍ଚରେ ମହମବତ୍ତୀ ଜଳାଉଛନ୍ତି? ଜାଣନ୍ତୁ ସତ୍ୟ। 

୨୫ ଡିସେମ୍ବରରେ ଖ୍ରୀଷ୍ଟିୟାନ ମାନେ ତାଙ୍କ ପର୍ବ ବଡ ଦିନ ପାଳନ କରନ୍ତି। ସମାନ ଦିନ ହିନ୍ଦୁ ମାନେ ତୁଲସୀ ଦିବସ ମଧ୍ୟ ପାଳନ କରି ଥାନ୍ତି। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏକ ଚର୍ଚ୍ଚରେ ମହମବତ୍ତୀ ଜଳାଉଥିବା ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ଏହି ଫୋଟୋଟି ଚଳିତ ବର୍ଷ ୨୫ ଡିସେମ୍ବରର ଅଟେ ଯେତେବେଳେ ପ୍ରଧାନମନ୍ତ୍ରୀ ଏକ ଚର୍ଚ୍ଚ ଯାଇ ସେଠାରେ ମହମବତ୍ତୀ ଜଳାଇଥିଲେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ […]

Continue Reading

କ’ଣ କ୍ରିଷ୍ଟିୟାନ ମିଶନାରୀ ମାନେ ମେଘାଳୟରେ ହିନ୍ଦୁ ମାନଙ୍କୁ ମାରୁଛନ୍ତି? ଜାଣନ୍ତୁ ସତ୍ୟ।

ନିକଟରେ ଖ୍ରୀଷ୍ଟମାସ ଏବଂ ନବ ବର୍ଷ ବଦଳରେ ତୁଲସୀ ଦିବସ ଏବଂ ହିନ୍ଦୁ ନବ ବର୍ଷ ପାଳନ କରିବା ନେଇ ଅନେକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି।  ଏହା ମଧ୍ୟରେ ସୋସିଆଲ ମିଡିଆରେ ଏକ ବିଶାଳ ରେଲିର ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ରେଲି ସମୟରେ କିଛି ଲୋକେ ରାସ୍ତାରେ ଛିଡା ହୋଇଥିବା ଲୋକଙ୍କୁ ମାରୁଛନ୍ତି। ଦାବି କରା ଯାଉଛି ଯେ କ୍ରିଷ୍ଟିୟାନ ମିଶନାରୀ ମାନେ ମେଘାଳୟରେ ବଡଦିନ […]

Continue Reading