କ’ଣ ଆନ୍ଧ୍ରପ୍ରଦେହର ଗଙ୍ଗାଭରମର ଏକ ରାମ ମନ୍ଦିରରେ କ୍ରିଷ୍ଟିଆନ ମାନେ ପ୍ରାର୍ଥନା କରୁଛନ୍ତି? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ଏମଆଇଡ଼ିଆଇରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ ପ୍ରାର୍ଥନା ସଭା ହେଉଥିବା ସମୟରେ ସେଠାରେ ଯୋଗଦାନ ଦେଇଥିବା ଲୋକଙ୍କ ସହିତ ଜଣେ ବ୍ୟକ୍ତିଙ୍କର ଝଗଡା ହେଉଛି। ଭିଡିଓ ଦେଖି ଏପରି ପ୍ରତୀତ ହେଉଛି ଯେ ସେହି ଲୋକ ପ୍ରାର୍ଥନା ସଭା ଆୟୋଜିତ ହେଇଥିବା ନେଇ ଖୁସି ନାହାଁନ୍ତି।  ଦାବି କର ଯାଉଛି ଯେ ଏହି ଘଟଣାଟି ଆନ୍ଧ୍ରପ୍ରଦେଶ ରାଜ୍ୟର ଗଙ୍ଗାଭରମ ଜିଲ୍ଲାର ଘଟଣା ଅଟେ ଯେଉଁଠାରେ କ୍ରିଷ୍ଟିଆନ ମାନେ ରାମ ମନ୍ଦିରରେ […]

Continue Reading

କ’ଣ ନବୀନ ସରକାର ଚର୍ଚ ଖୋଲିବା ଅନୁମତି ଦେଇଛନ୍ତି କିନ୍ତୁ ମନ୍ଦିର ଖୋଲିବାକୁ ଦେଉ ନାହାନ୍ତି? ଜାଣନ୍ତୁ ସତ୍ୟ।

କରୋନାକୁ ହରାଇବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ଲୋକଙ୍କୁ କୋଭିଡରୁ ସୁରକ୍ଷିତ ରଖିବା ପାଇଁ ସରକାର ଅନେକ କଠୋର ନିୟମ ପ୍ରଣୟନ କରିଛନ୍ତି ଯେ କୋଭିଡ ଲକଡାଉନ୍ ସମୟରେ ସମସ୍ତ ନିର୍ଦ୍ଦେଶାବଳି ପାଳନ କରାଯିବ।  ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ ଭାଇରାଲ ହେଉହୀ ଯେଉଁଥିରେ ଦାବି କରା ଯାଇଅଛି ଯେ ଓଡ଼ିଶା ରାଜ୍ୟ ସରକାର କୋଭିଡ କଟକଣା ସମୟରେ ଚର୍ଚ ଖୋଲିବା ଅନୁମତି ଦେଇଛନ୍ତି ଏବଂ ଚର୍ଚରେ ବର୍ତ୍ତମାନ ପ୍ରାର୍ଥନା ସଭା ମଧ୍ୟ […]

Continue Reading