ସିବିଏସଇ ବୋର୍ଡ ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଫଳାଫଳ ପାଇଁ କୌଣସି ତାରିଖ ଘୋଷଣା କରି ନାହିଁ।
କୋରୋନା ସଂକ୍ରମଣ ଦେଶରେ କମିବାର ନାଁ ଧରୁନି। କୋରୋନା ସଂକ୍ରମଣ ପାଇଁ ସମସ୍ତ ସ୍କୁଲ କଲେଜ ଏବଂ ଶିକ୍ଷାନୁଷ୍ଠାନ ବନ୍ଧ ହୋଇଛି। ବୋର୍ଡ ପରିକ୍ଷା ଏବଂ ଏହାର ଫଳାଫଲ ବାହାରିବାରେ ମଧ୍ୟ ଅନେକ ବିଳମ୍ବ ହେବାରେ ଲେଗିଛି। ଏଥିମଧ୍ୟରେ CBSE ଦଶମ ଏବଂ +2 ଛାତ୍ରଛାତ୍ରୀଙ୍କର ପରୀକ୍ଷା ଫଳାଫଲ ନେଇ ସୋସିଆଲ ମିଡିଆରେ ଖବର ଭାଇରାଲ ହେଉଛି। ଦାବି କରାଯାଇଛି ଯେ, 11ରେ ଦ୍ୱାଦଶ ଶ୍ରେଣୀ ଏବଂ 13ରେ ଦଶମ ଶ୍ରେଣୀର ଫଳାଫଲ ପ୍ରକାଶ ପାଇବ। 10 […]
Continue Reading